Categories: ବାଣିଜ୍ୟ

ସୋନିର ଅଲ୍‌ଫା ଆର୍‌ ଆଇଭି ମଡେଲ

ନୂଆଦିଲ୍ଲୀ,୯-୧୦: ସୋନି ପକ୍ଷରୁ ଆଲ୍‌ଫା ଆର୍‌ ଆଇଭି ମଡେଲ ଓଡିଶା ବଜାରରେ ପ୍ରବେଶ କରିଛି। ଏଥିରେ ୧୬ ମେଗାପିକ୍ସେଲ ସିଏମ୍‌ଓଏସ୍‌ ଇମେଜ୍‌ ସେନ୍‌ସର ରହିଛି। ସେହିଭଳି ୪କେ ଏଚ୍‌ଡିଆର୍‌, ରିୟଲ ଟାଇମ୍‌ ଆଇ ଏଏଫ୍‌, ରିୟଲ ଟାଇମ୍‌ ଟ୍ରାକିଂ ଏବଂ ଓ୍ବାଇଫାଇ ସୁବିଧା ଗ୍ରାହକ ଲାଭ କରିପାରିବେ। ସଦ୍ୟତମ ଟେକ୍ନୋଲୋଜିରେ ଏହି କ୍ୟାମେରାକୁ ପ୍ରସ୍ତୁତ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।

Share