Japanese leading jockey Yutaka Take poses on a life-sized statue of the Japanese legendary "Oguri Cap" horse, which won four grade-one (G1) races and died in 2010, made from fiber rainforced plastic (FRP) and coated with gold foil is displayed at the opening of the Gold Expo event at Tokyo's Mitsukoshi department store on July 11, 2013. The exhibition will display and sell a total of 100 million USD (10 billion yen) gold made products, including the gold horse, priced at 201,400 USD (20.14 million yen). AFP PHOTO / Yoshikazu TSUNO (Photo credit should read YOSHIKAZU TSUNO/AFP/Getty Images)
ଖାଲି ଅଳଙ୍କାର ନୁହେଁ ସୁନାରେ ତିଆରି ସବୁ ଜିନିଷ ଲାଗେ ବେଶ୍ ଆକର୍ଷକ। ଠିକ୍ ଯେମିତି ଜାପାନରେ ତିଆରି ହୋଇଥିବା ଏକ ସୁନାର ଘୋଡା। ଉକ୍ତ ଘୋଡାଟି ସମ୍ପୂର୍ଣ୍ଣ ସତସତିକା ଘୋଡା ପରି ଲାଗେ। ଏହା ଏକ ଲାଇଫ୍ ସାଇଜ୍ ପ୍ରତିମୂର୍ତ୍ତି । ଜାପାନର ଗହଣା ବ୍ୟବସାୟୀ ତନାକା କିକିନଜୋକୁ ଏହାକୁ ତିଆରି କରିଛନ୍ତି। ବ୍ରୋଞ୍ଜ ଉପରେ ସୁନାର କୋଟ୍ ଦେଇ ନିର୍ମାଣ କରାଯାଇଥିବା ଏହି ଘୋଡାର ପ୍ରତିମୂର୍ତ୍ତିକୁ ୨୦୧୩ ଡିସେମ୍ବର ୨୬ରେ ମଧ୍ୟ ଜାପାନର ନଗୋୟାରେ ଥିବା ତନାକା କିକିନଜୋକୁଙ୍କ ଗହଣା ଦୋକାନରେ ପ୍ରଦର୍ଶିତ କରାଯାଇଥିଲା। ପରେ ଏହାକୁ ବିକ୍ରି ପାଇଁ ରଖାଗଲା। ଯାହାର ମୂଲ୍ୟ ୧୫୦,୦୦୦ ଆମେରିକୀୟ ଡଲାର ଧାର୍ଯ୍ୟ କରାଯାଇଥିଲା।