Categories: ବାଣିଜ୍ୟ

ସିପ୍‌ଲା ଆଣିପାରେ କରୋନା ଲାଗି ମେଡିସିନ୍‌

ମୁମ୍ବାଇ,୨୨-୩: ଦେଶର ପ୍ରମୁଖ ମେଡିସିନ ପ୍ରସ୍ତୁତକାରୀ କମ୍ପାନୀ ସିପ୍‌ଲା କରୋନା ଲାଗି ମେଡିସିନ ପ୍ରସ୍ତୁତ କରିପାରେ। ସବୁ ଠିକ୍‌ ଚାଲିଲେ ଆଗାମୀ ୬ ମାସ ମଧ୍ୟରେ ଏହା ଔଷଧ ପ୍ରସ୍ତୁତ କରିବାକୁ ସକ୍ଷମ ହେବ ବୋଲି ସିପଲା ପକ୍ଷରୁ କୁହାଯାଇଛି। କମ୍ପାନୀ ଏହା କରି ଦେଖାଇଲେ ମାରାତ୍ମକ କରୋନାର ପ୍ରତିଷେଧକ ଟିକା ଆଣିବାରେ ପ୍ରଥମ ଭାରତୀୟ କମ୍ପାନୀ ହୋଇ ପାରିବ।

Share