ସରକାରୀ ଯୋଜନାରୁ ବଁଚିତ୍‌ ଭିନ୍ନକ୍ଷମ ଦମ୍ପତି:ଗରିବୀରେ ସଁଥ୍‌ଲି ହେଉଛେ ନିଷ୍‌ପାପ ଛୁଆ

ଭବାନୀପାଟଣା, ୧୫ା୬(ଡି.ଏନ୍‌.ଏ) : ଦିନ୍‌ଥିଲା କଳହାଣ୍ଡି ଜିଲା ଭୁଖମରି ଆର ପିଲାବିକ୍‌ରି ଲାଗି ବଦ୍‌ନାମ ଥିଲା। ଏହେଦେ ସାରା ରାଏଜେ ଭାତହଁ।ଡ଼ି ହିସାବେ ନଁ। କମେଇଛେ। ହେଲେ ଆଏଜ୍‌ ବି ଜିଲାରେ ଅନେକ ଜାଗାରେ ଲୋକ୍‌ ଭୋକ୍‌ ଉପାସରେ ଦିନ୍‌ ବିତଉଥିବାର ଦେଖ୍‌ବାକେ ମିଲୁଛେ। ବହୁତ ଲୋକ୍‌ ଫିଦିନ ଦୁଇବେଲା ଦୁଇମୁଠା ଖାଏବାକେ ନାଇଁ ପାଏବାର। ଝନେ ଭିନ୍ନକ୍ଷମ ବାପ୍‌ ତା’ର ୪ ବଛର୍‌ର ଛୁଆକେ ଧରି ଖରା, ବରଷା, ଶୀତ କାକରରେ ଘର ଘର ବୁଲି ଭିଖ୍‌ ମାଗୁଥିବାର ଦୁରୁଶ୍‌ ଇଥିର ଗୁଟେ ଉଦାହରନ୍‌ ଆଏ।
ସୂଚନା ଅନ୍‌ସାରେ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଧାମନପୁର ପଁଚେତ୍‌ ଅଧୀନ ମକୁନ୍ଦପୁର ସାଲେପଡ଼ାର ଦିବ୍ୟାଙ୍ଗ ତ୍ରିବନ ବାଗ(୪୯)। ତାକର ପରିବାର କହେଲେ ମାନସିକ ଭିନ୍ନକ୍ଷମ ମାଏକିନା ପୁଷ୍ପା(୩୬) ଆର ୪ ବଛର୍‌ର ଝି’। ତ୍ରିବନକଁର ଝାଟି ମାଟିର ଘର ଖଁଡେକେ ଛାଡ଼ିଦେଲେ ଜମିବାଡ଼ି ବଲି କିଛି ନାଇଁ। ଏହେଦ୍‌କା ତ୍ରିବନକଁର ପାସେ ଖାଏବାକେ ଦାନା ଆର ପିଁଧବାକେ କପଡ଼ାର ବଡ଼ଭାରି ଅଭାବ ରହିଛେ। କହେବାକେ ଗଲେ ଭଗବାନ ଭରସାରେ ଚାଲିଛେ ତାକର ପରିବାର। ସେ ବିପିଏଲ ଶ୍ରେଣୀର ହେଇଥିଲାବେଲେ ତାହାକୁ ପଁଚେତ୍‌ରୁ ଚାଉଲ ଆର ୩ଶହ ଟଁକା ଭିନ୍ନକ୍ଷମ ଭତା ମିଲୁଛେ। ହେଲେ ମାଏକିନା ପୁଷ୍ପା ମାନସିକ ଭିନ୍ନକ୍ଷମ ହେଇଥିଲେ ବି ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ତ୍ରିବନ ପାଉଥିବାର ସରକାରୀ ସାହାଯ୍‌ ପରିବାରକେ ନିଅଁଟ୍‌ ହେଉଛେ। ଇଆଡ଼େ ଦୁଇ ମାଏଝି ମୁନୁଷ୍‌ କାମ୍‌ଧଁଦା କରବାକେ ସକ୍ଷମ ନୁହଁନ୍‌। ସେଥିରଲାଗି ଘଏତାମାଏପୋ ଛୁଆକେ ଧରି ଗୁଟେ ତିନ୍‌ ଚକିଆ ସାଇକେଲରେ ଘରର ବୁଲି ଭିଖ୍‌ ମାଗି ପେଟ ପାଲୁଛନ୍‌। ସରକାର ଗରିବ୍‌ ଦୁଖି, ଭିନ୍ନକ୍ଷମମାନକର ଲାଗି ଯୋଜନା ଉପରେ ଯୋଜନା ତିଆର କଲାବେଲେ ତ୍ରିବନକଁର ଲାଗି ସରକାରୀ ଯୋଜନା ସାତ୍‌ସପନ ହେଇଛେ। ମୋର ୪ ବଛ୍‌ରିଆ ଛୁଆର ଗୁଲ୍‌ଗୁଲା ଦେଖି ଲୋକ୍‌ ଭିଖ୍‌ ଦେଉଛନ୍‌ ସତ୍‌, ହେଲେ ଝନକର ଘରକେ ସବୁଦିନ ମାଗିଗଲେ ସେ କେତେ ଦିନ୍‌ ଭିଖ୍‌ ଦେବା ବଲି ତ୍ରିବନ କହିଛନ୍‌। ସେନ୍‌ତା ଦୁଇ ମାଏଝିମୁନୁଷ୍‌ ଭିନ୍ନକ୍ଷମ ହେଇଥିଲାବେଲେ ଗୁଟେ ଭଂଗା ଦଦ୍‌ରା ଘରେ ଜୀବନ୍‌କେ ପାଏନ୍‌ଛଡ଼େଇ ରହୁଛନ୍‌। ହେଲେ ଇ ଦୁଖି ପରିବାର ଉପରେ ଆଏଜ୍‌ତକ ଥାନୀୟ ପରଶାସନର ଦୁରୁଷ୍‌ଟି ନାଇଁପଡ଼ି। ଯେନ୍‌ଥିରଲାଗି ପରିବାରଟା ଆବାସ ଯୋଜନାରେ ପକା ଘରଖଁଡ଼େ ପାଏବାରୁ ବି ବଁଚିତ୍‌ ହେଇ ରହିଛନ୍‌। ଯେତେ ଜଲଦି ହେବା ଜିଲା ଆର ଥାନୀୟ ପରଶାସନ ଇ ଦୁଖି ପରିବାର ଉପରେ ଦୁରୁଷ୍‌ଟି ଦେଇ ସବୁ ପରକାର ସରକାରୀ ସାହାଯ୍‌ ଯୁଗେଇ ଦେବାକେ ଜନସାଧାରନରେ ଦାବି ହେଉଛେ। ନାଇଁହେଲେ ଇ ଦୁଖି ପରିବାରର କାହାର କେତେବେଲେ ଅଭାବ ଅନାଟନ ଲାଗି ଅନାହାର ମୁର୍‌ତୁ ହେବା କିଛି କହି ନାଇଁହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ସମ୍ବଲପୁରରେ ଭାରତ ବନ୍ଦ ସଫଳ: ଜାତୀୟ ରାଜପଥରେ ଗାଡ଼ି ଜାମ୍‌

ସମ୍ବଲପୁର,୧୨।୨(ପ୍ରମୋଦ ବହିଦାର): ନୂଆ ଶ୍ରମ କୋଡ଼ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଫଳରେ ଶ୍ରମ…

ରାସ୍ତାରେ ଷ୍ଟଣ୍ଟ୍‌ କରୁଥିଲେ ଯୁବକ: ମାଡ଼ିବସିଲା ପୋଲିସ

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଦକ୍ଷିଣ(ରାଇଟ) ଡାଇକ ରାସ୍ତାରେ ବେପରୁଆ ଓ ବିପଦପୂର୍ଣ୍ଣ ଭାବରେ କାର୍‌ ଚାଳନା(ଷ୍ଟଣ୍ଟ) କରିଥିବା ଅଭିଯୋଗରେ ୭ ଯୁବକଙ୍କୁ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ନିଲମ୍ବିତ ହେଲେ ସହକାରୀ ପ୍ରଫେସର

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ୍‌ବିଏ ବିଭାଗର ଗବେଷଣାରତ ଜଣେ ପିଏଚ୍‌ଡି ଛାତ୍ରୀଙ୍କୁ ତାଙ୍କ ଗାଇଡ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀଙ୍କ ଅଭିଯୋଗ ଆଧାରରେ ବିଶ୍ବବିଦ୍ୟାଳୟର…

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

ସରକାରଙ୍କ ବଡ଼ ଘୋଷଣା: ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ

ସମ୍ବଲପୁର,୨।୨:(ପ୍ରମୋଦ ବହିଦାର): ସମ୍ବଲପୁର ପାଇଁ  ବଡ଼ ଘୋଷଣା। ଖୁସିହେବେ ବୁର୍ଲାବାସୀ। ସମ୍ବଲପୁର ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri