ସମ୍ପର୍କରେ ବିଚ୍ଛେଦଠୁ ଦୂରେଇ ରହିବା ଲାଗି ଜାଣନ୍ତୁ କିଛି ଟିପ୍ସ

ସମ୍ପର୍କ ମଧ୍ୟରେ ସାଧାରଣ ମନୋମାଳିନ୍ୟ ଏକ ସାଧାରଣ ଘଟଣା। ମାତ୍ର ଅନେକ ସମୟରେ ଛୋଟ କଥା ବଢ଼ି ସମ୍ପର୍କ ବିଚ୍ଛେଦ ପର୍ଯ୍ୟନ୍ତ ପହଞ୍ଚିଥାଏ। ଆଧୁନିକ ଜୀବନଶୈଳୀ, କାର୍ଯ୍ୟବ୍ୟସ୍ତତା ଓ ଚିନ୍ତା ଏହାର କେତେଗୁଡ଼ିଏ କାରଣ। ଫଳରେ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇଥାଏ। ଏଥିରୁ ଦୂରେଇ ରହିବା ଲାଗି ଜାଣନ୍ତୁ କିଛି ଟିପ୍ସ।

ଅଫିସ ଚିନ୍ତା ଘରକୁ ଆଣନ୍ତୁ ନାହିଁ

ଯଦି ସମ୍ପର୍କରେ ଝଗଡ଼ା ଚାହୁଁ ନ ଥାନ୍ତି ତେବେ ଅଫିସ ଚିନ୍ତା ଘରକୁ ଆଣନ୍ତୁ ନାହିଁ। ଏହି ଚିନ୍ତା ଘଣକୁ ଆଣି ଅନେକ ସମୟରେ ଲୋକେ ଚିଡ଼ିଚିଡ଼ା ହୋଇଥାନ୍ତି। ଏହି ଘଟଣା ବାରମ୍ବାର ହେବା ଭଲ ହୋଇ ନ ଥାଏ। ଅଫିସ ଚିନ୍ତା ଘରକୁ ନ ଆଣିବା ସହ ସମୟ ଜ୍ଞାନ ରହିବା ଉଚିତ।

ସମୟ
ବିବାହ ପରେ ଦାୟିତ୍ୱ ବଢ଼ିଥାଏ। ତେଣୁ ଆପଣଙ୍କୁ ସମୟ ଜ୍ଞାନ ରହିବା ଜରୁରୀ। ପରିବାରକୁ ଯଥେଷ୍ଟ ସମୟ ଦେବା ଆବଶ୍ୟକ। ବେଳେ ବେଳେ ଏହି ସମୟ ମଧ୍ୟ ବିବାହ ବିଚ୍ଛେଦର କାରଣ ହୋଇଥାଏ।

ଛୋଟଛୋଟ କଥାକୁ ଧ୍ୟାନ

ସମ୍ପର୍କରେ ଛୋଟ ଛୋଟ କଥାକୁ ଧ୍ୟାନ ଦେବା ଜରୁରୀ। ସ୍ବାମୀ ସ୍ତ୍ରୀ ଉଭୟ ନିଜର ଖୁସି ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ। ବେଳେ ବେଳେ ଉଭୟ ଉଭୟଙ୍କ ପାଇଁ ସମୟ କାଢ଼ି ବାହାରକୁ ବୁଲିଯିବା, ସମୟ ବିତାଇବା ମଧ୍ୟ ଜରୁରୀ ହୋଇଥାଏ।

ଜଣେ ଅନ୍ୟ ଜଣେ ରାଗିଥିବା ସମୟରେ ଚୁପ ରହି ତାଙ୍କୁ ସ୍ନେହରେ ବୁଝାଇବା ଫଳରେ ମଧ୍ୟ ଏହି ସମସ୍ୟା କେତେକାଂଶରେ ଦୂର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri