Categories: Video

ଲକଡାଉନ ୩.୦ ପରେ ବାପୁଜୀନଗରର ଚିତ୍ର

ସାରା ଦେଶରେ ମେ ୧୭ ପର୍ଯ୍ୟନ୍ତ ଲକଡାଉନ ଜାରି ରହିଛି । ତେବେ ତୃତୀୟ ପର୍ଯ୍ୟାୟ ଲକଡାଉନରେ ସରକାର ନିୟମରେ କିଛିଟା କୋହଳ କରିଛନ୍ତି । ଆସନ୍ତୁ ଦେଖିବା ସରକାର ନିୟମରେ କିଛିଟା କୋହଳ କରିବା ପରେ ରାଜଧାନୀ ବାପୁଜୀନଗରର ଚିତ୍ର କଣ ରହିଛି ।