Categories: ବାଣିଜ୍ୟ

ରିଲାଏନ୍ସ ଡିଜିଟାଲର ଫେଷ୍ଟିଭାଲ ଅଫ୍‌ ଇଲେକ୍‌ଟ୍ରୋନିକ୍ସ

ଭୁବନେଶ୍ୱର,୬-୧୦: ରିଲାଏନ୍ସ ଡିଜିଟାଲ ପକ୍ଷରୁ ପାର୍ବଣ ଉପଲକ୍ଷେ ଫେଷ୍ଟିଭାଲ ଅଫ୍‌ ଇଲେକଟ୍ରୋନିକ୍ସ ଶୁଭାରମ୍ଭ ହୋଇଛି। ଏହି ସମୟରେ ରିଲାଏନ୍ସ ଡିଜିଟାଲରୁ କ୍ରୟ ଉପରେ ଗ୍ରାହକମାନେ ଆକର୍ଷଣୀୟ ଡିଲ ଏବଂ ଅଫର ଲାଭ କରିପାରିବେ। ରିଲାଏନ୍ସ ଡିଜିଟାଲ ଏବଂ ମାଇଁ ଜିଓ ଷ୍ଟୋରରେ ବିଭିନ୍ନ ରେଞ୍ଜର ଇଲେକଟ୍ରୋନିକ୍ସ ଉପରେ ଗ୍ରାହକଙ୍କ ଲାଗି କ୍ୟାଶବ୍ୟାକ ୧୫%ରୁ ଆରମ୍ଭ ହେଉଛି। ଏହାବାଦ ଆସେସୋରିଜ ଉପରେ ଗ୍ରାହକଙ୍କୁ ଅତିରିକ୍ତ ୧୦% ଅଫର ଉପଲବ୍ଧ ହେବ। ଭାଗ୍ୟଶାଳୀ ଗ୍ରାହକଙ୍କୁ ୧ କିଲୋ ସୁନା, ଲକ୍‌ଜ୍ୟୁରୀ କାର, ମୋଟର ସାଇକେଲ, ଏଲ୍‌ଇଡି ଟିଭି, ଲ୍ୟାପଟପ, ଆଇଫୋନ ରହିଛି। ସେହିଭଳି ଆସ୍ୟୁର୍ଡ ବେନିଫିଟ ଭାବେ ଗ୍ରାହକଙ୍କୁ ଆଜିଓ ଭାଉଚର, ଆଜିଓ ସାଭନ ପ୍ରୋ ସବସ୍କ୍ରିପଶନ ୬ ମାସ ଲାଗି ମାଗଣା ନେବାର ସୁବିଧା ରହିଛି। ଏଠାରେ ସହଜରେ ଫାଇନାନ୍ସ ସୁବିଧା ଉପଲବ୍ଧ। ଟିଭି, ହୋମ ଆପ୍ଲାଏନ୍ସ, ମୋବାଇଲ ଫୋନ, ଲାପଟପ, ଆସେସୋରିଜ ଭଳି ଅନ୍ୟ ପ୍ରଡକ୍ଟ ଉପରେ ଆକର୍ଷଣୀୟ ଡିଲ୍‌ ଚଳିତ ମାସ ୫ରୁ ୮ ଯାଏ ରହିଥିବା ସୁଚନା ରହିଛି।

Share