ରାଜ୍ୟ ସ୍ବାସ୍ଥ୍ୟ ପରିବାର ପକ୍ଷରୁ କ୍ଲିନିକ୍‌ରେ ଚଢ଼ାଉ

ଖୋର୍ଦ୍ଧା ଅଫିସ,୨୮।୧୦: ଭୁବନେଶ୍ୱର ଏକାମ୍ର ମାର୍ଗର ସଞ୍ଜିବନୀ ଅଲଟ୍ରାସାଉଣ୍ଡ କ୍ଲିନିକ୍‌ ଉପରେ ସୋମବାର ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ଓ ଖୋର୍ଦ୍ଧା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ପିସି ପିଏନ୍‌ଡିଟି ଆକ୍ଟର ଦୁରୁପଯୋଗ ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ଜଣାପଡ଼ିଛି ।