Categories: ଜାତୀୟ

ରାଜ୍ୟ ସଭା ପାଇଁ ପ୍ରାର୍ଥୀପତ୍ର ଦାଖଲେ କରେ ଜ୍ୟୋତିରାଦିତ୍ୟ

ଭୋପାଳ,୧୩।୩: କଂଗ୍ରେସ ଛାଡି ନିକଟରେ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଶୁକ୍ରବାର ରାଜ୍ୟ ସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କ ନିକଟରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଉପସ୍ଥିତ ଥିଲେ। ବିଭିନ୍ନ ରାଜ୍ୟର ୫୫ ରାଜ୍ୟ ସଭା ଆସନ ଲାଗି ମାର୍ଚ୍ଚ ୨୬ ବୁଧବାର ନିର୍ବାଚନ ହେବାକୁ ସ୍ଥିର କରାଯାଇଛି।

Share