Categories: Video

ରାଜଧାନୀରେ କଡାକଡି ହେବ କଟକଣା

ରାଜଧାନୀ ଅଂଚଳକୁ ରେଡ ଜୋନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ରେଡ ଜୋନ ସତ୍ୱେ ବି ଆଜି ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ଜନ ଗହଳି ଦେଖିବାକୁ ମିଳିଥିଲା । ଲୋକ ସାମାଜିକ ଦୂରତାକୁ ଭୁଲି ଲୋକେ ବାହାରେ ବୁଲୁଥିବାରୁ ଲୋକଙ୍କ ଠାରୁ ପୋଲିସ ଜୋରିମାନା ଆଦାୟ କରିଥିଲା ।