Categories: ଫୁରସତ

ମୃତଦେହକୁ ମିଠା ଖୁଆଇବା ପରମ୍ପରା

ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ଦେଖାଦେଇଥାଏ। କେତେକ ପଛରେ ବିଶେଷ କାରଣ ରହିଥିବା ବେଳେ ଆଉ କେତେକ ପଛରେ ସେଭଳି କାରଣ ନ ଥାଏ। ତଥାପି ହଜାର ହଜାର ବର୍ଷ ହେବ ଏହି ପରମ୍ପରାକୁ ଲୋକେ ମାନିଆସିଛନ୍ତି। ସେମିତି ଏକ ପରମ୍ପରା ହେଉଛି ଶବ ବା ମୃତଦେହକୁ ଖୁଆଇବା ପରମ୍ପରା। ରୋମ୍‌ ସମ୍ପ୍ରଦାୟରେ ଏଭଳି ଭିନ୍ନ ପରମ୍ପରା ରହିଛି। ଏଠାରେ ମଲାପରେ ମୃତଦେହକୁ କବରକୁ ନେବା ପୂର୍ବରୁ ବିଭିନ୍ନ ପ୍ରକାରର ଖାଦ୍ୟ ଖୁଆଯାଇଥାଏ। ମିଠା ଖୁଆଇବା ସହ ମଦ ମଧ୍ୟ ପିଆଇ ଦିଆଯାଇଥାଏ।

Share