ମସଲାକୁ କିପରି ରଖିବେ ସତେଜ

ଭାରତୀୟ ଖାଦ୍ୟରେ ମସଲାର ମହତ୍ତ୍ୱ ରହିଛି। ଏକା ସଙ୍ଗେ ସବୁ ମସଲା ଯଦି ଖୋଲା ରହେ ତାହା ଖରାପ୍‌ ହେବାର ଆଶଙ୍କା ରହିଛି। ଏଥିଲାଗି କିଛି ଟିପ୍ସ ଦେଉଛୁ ଯାହା ଦ୍ୱାରା ଆପଣଙ୍କ ମସଲା ରହିବ ଫ୍ରେଶ । ସେ ସମ୍ପର୍କରେ ଟିପ୍ସ…

ମସଲାକୁ କେବଳ ଜାର୍‌ରେ ରଖିଲେ ଭଲ ରହିବ ତାହା ନୁହେଁ। ଡାର୍କ ଜାର୍‌ରେ ମସଲା ରଖିଲେ ତା ଭିତରକୁ ଲାଇଟ୍‌ ଏତେଟା ପ୍ରବେଶ କରିପାରେ ନାହିଁ। ଫଳରେ ଏହା ଏତେଟା ଖରାପ୍‌ ହୋଇ ନ ଥାଏ। ଏହା ବ୍ୟତୀତ ଭ୍ୟାକ୍ୟୁମ୍‌ ସିଲ୍‌ ଥିବା ପ୍ରିଣ୍ଟ ଜାର୍‌ରେ ମସଲା ରଖିବା ଦ୍ୱାରା ମସଲା ସତେଜ ରହିଥାଏ। ମସଲାକୁ ଆଲୋକ ନ ପଡୁଥିବା ସ୍ଥାନରେ ରଖନ୍ତୁ।
ଫ୍ରିଜ୍‌ରେ ଆପଣ ଯେକୌଣସି ଜିନିଷ ରଖୁଛନ୍ତି ତାହା ଖରାପ୍‌ ହୁଏ ନାହିଁ। ଏହାକୁ ଆପଣ କେତେଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରନ୍ତି। କିନ୍ତୁ ମସଲାକୁ କେବେ ହେଲେ ଫ୍ରିଜ୍‌ରେ ରଖନ୍ତୁ ନାହିଁ। ମସଲା ଫ୍ରିଜ୍‌ରେ ରଖିବା ଦ୍ୱାରା ଏହାର ଫ୍ଲେଭର ନଷ୍ଟ ହୋଇଯାଏ। ଆପଣ ଏହାକୁ ଏୟାର ଲକ୍‌ କଣ୍ଟେନରରେ ପୂରାଇ ରଖନ୍ତୁ।
ଗୋଟା ମସଲା ଜଲ୍‌ଦି ଖରାପ୍‌ ହୁଏନାହିଁ। ଏଥିପାଇଁ ଗୋଟା ମସଲାକୁ ଭଲ କରି ଷ୍ଟୋର କରି ରଖନ୍ତୁ। ନିଜ ଆବଶ୍ୟକତା ଅନୁସାରେ ଏହାକୁ ଅଳ୍ପ ଅଳ୍ପ ଗ୍ରାଇଣ୍ଡ କରି ରଖନ୍ତୁ।
ଆର୍ଦ୍ର ତାପମାତ୍ରାରେ ମସଲା ଖରାପ୍‌ ହେବାର ଆଶଙ୍କା ଅଧିକ। ଏଥିପାଇଁ ମସଲାକୁ ରଖିବା ସ୍ଥାନ ଯେପରି ଶୁଖିଲା ରହିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଯଦି ଏହା ଓଦାଳିଆ ସ୍ଥାନରେ ରଖୁଛନ୍ତି ଏହା ଜଲ୍‌ଦି ନଷ୍ଟ ହୋଇଯିବ।
ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଆପଣ ମସଲାକୁ ବ୍ୟବହାର କରିଥାନ୍ତି। ମସଲାରେ ଓଦା ଚାମଚ୍‌ ବ୍ୟବହାର କରନ୍ତୁ ନାହିଁ। ଯଦି ମସଲା ଓଦାଳିଆ ଲାଗୁଛି ତେବେ ଏହାକୁ ଖରାରେ ସିଧାସଳଖ ନ ଶୁଖାଇ ତା’ଉପରେ ଏକ କପଡା ପକାଇ ଶୁଖାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri