Categories: Video

ଭ୍ୟାକସିନ୍ ବାହାର କଲା ଇଟାଲୀ

କରୋନା ସହ ଏବେ ସାରା ବିଶ୍ୱ ଲଢେଇ କରୁଛି । କରୋନା ମୁକାବିଲା ପାଇଁ ବିଶ୍ୱ ସମୁଦାୟ ଏବେ ପୁରା ଚିନ୍ତାରେ ପଡିଥିବା ବେଳେ ଇଟାଲୀରୁ ଆସିଛି ଆଶ୍ୱସ୍ତିକର ଖବର । କରୋନା ଟୀକାର ପ୍ରାରମ୍ଭିକ ପରୀକ୍ଷା ସଫଳ ହୋଇଥିବା ସୂଚନା ମିଳିଛି । ମହାମାରୀ କରୋନାକୁ ନିପାତ କରାଇବା ପାଇଁ ବାହାରିଥିବା କରୋନା ଭ୍ୟାକସିନର ପରୀକ୍ଷଣ ସଫଳ ହୋଇଛି ବୋଲି ଦାବି କରିଛନ୍ତି ଇଟାଲୀର ବୈଜ୍ଞାନିକ ।