ଭୂତ ବେଶରେ ସଚେତନତା

କବିସୂର୍ଯ୍ୟନଗର,୧୧ା୪- କରୋନାକୁ ମୁକାବିଲା କରିବାକୁ ଲକ୍‌ଡାଉନ୍‌ ହିଁ ଏକମାତ୍ର ବିକଳ୍ପ। ତେଣୁ ଏକ ନିଆରା ଢଙ୍ଗରେ ସଚେତନତା କରୁଛନ୍ତି କବିସୂର୍ଯ୍ୟନଗର ଅଞ୍ଚଳର ସମାଜସେବୀ ଏ.ବ୍ରହ୍ମାନନ୍ଦ। ଭୂତବେଶରେ ଗଁା ଗଁା ବୁଲି ଲୋକଙ୍କୁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେବାକୁ ବୁଝାଉଛନ୍ତି। ଲକ୍‌-ଡାଉନ ଗୋ କରୋନା, ପୋଖରୀରେ ନ ଗାଧୋଇବା, ଧର୍ମସ୍ଥଳରେ ଏକତ୍ର ନ ହେବା, ଆବଶ୍ୟକ ଠାରୁ ଅଧିକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ନ କିଣିବା ଆଦି ସାମାଜିକ ବାର୍ତ୍ତା ଦେଇ ଲୋକଙ୍କୁ ସଚେତନ କରାଉଛନ୍ତି।
ଫଟୋ-ବିଏମ-୧୧-୭-ଭୂତ ବେଶରେ ସଚେତନ ବାର୍ତ୍ତା।