Categories: Video

ଭାଲେଣ୍ଟାଇନ୍ ଡେରେ ବିବାହ କରିବେ ନେହା-ଆଦିତ୍ୟ ! Neha-Aditya to tie the knot this Valentine’s Day!

In this fresh episode of Cine Jhalak, we will tell you about the much-hyped marriage plan of Neha Kakkar and Aditya Narayan this Valentine’s Day, Anushka’s upcoming film, Deepika’s name change on Twitter, the secret Gauri revealed about Shahrukh .

ସିନେ ଝଲକର ଏହି ଏପିସୋଡରେ ଆମେ ଦେଖିବା ,କ’ଣ ସତରେ ଭାଲେଣ୍ଟାଇନ୍ ଡେରେ ନେହା କକ୍କର ବିବାହ କରିବାକୁ ଯାଉଛନ୍ତି ଆଦିତ୍ୟ ନାରୟଣଙ୍କୁ । ଅନୁଷ୍କାଙ୍କ ଅପକମିଂ ଫିଲ୍ମ କଣ । ଦୀପିକା ନିଜ ନାଁ ଓ ପ୍ରୋଫାଇଲ୍ ଫଟୋ ବଦଳାଇ କଣ ରଖିଲେ । ସାହାରୁଖଙ୍କ କେଉଁ ସିକ୍ରେଟର ଖୁଲାସା କଲେ ପତ୍ନୀ ଗୌରୀ ।