Categories: ଜାତୀୟ

ଭାରତ କଥାକୁ ଏବେ ଗୁରୁତ୍ୱ ଦେଇ ଶୁଣୁଛି ବିଶ୍ୱ: ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୧୭।୯: ବୈଦେଶିକ ମନ୍ତ୍ରୀ ଭାବେ ଏସ୍‌ ଜୟଶଙ୍କର ଶହେ ଦିନ ପୁରଣ କରିଛନ୍ତି। ଏହି ଅବସରରେ ସେ ଖବରଦାତାଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ଏବେ ଭାରତ ବିଶ୍ୱର ଏକ ନାମୀ ଦେଶର ପରିଚୟ ପାଇଛି। ପୂର୍ବାପେକ୍ଷା ଏବେ ବିଶ୍ୱ ଭାରତର କଥାକୁ ଗୁରୁତ୍ୱ ଦେଇ ଶୁଣୁଛି ବୋଲି ସେ କହିଛନ୍ତି। ଯଦି ଏବେ ଭାରତ ଜି ୨୦ ବା ବ୍ରିକ୍ସ ଭଳି ବହୁପାକ୍ଷିକ ମଞ୍ଚରେ ଉପସ୍ଥିତ ରହୁଛି ତେବେ ସମସ୍ତେ ଭାରତ କଥା ଶୁଣୁଛନ୍ତି ବୋଲି ଜୟଶଙ୍କର କହିଛନ୍ତି।

Share