Categories: ଖେଳ

ଭାରତୀୟ ଦଳକୁ ଡବଲ ଝଟ୍‌କା

ଚେନ୍ନାଇ,୧୫।୧୨- ସ୍ଥାନୀୟ ଚିଦାମ୍ବରମ ଷ୍ଟାଡିୟମରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଦଳକୁ ଇନିଂସ ଆରମ୍ଭରୁ ଡବଲ ଝଟ୍‌କା ଲାଗିଛି। ଦକ୍ଷ ଓପନର ଲୋକେଶ ରାହୁଲ (୬) ଓ ଅଧିନାୟକ ବିରାଟ କୋହଲି (୪) ଆଉଟ୍‌ ହୋଇ ପ୍ୟାଭିୟନ ଫେରିସାରିଛନ୍ତି। ଉଭୟଙ୍କ ଉଇକେଟ ହାତେଇଛନ୍ତି ଶେଲ୍ଡନ କଟ୍ଟ୍ରେଲ। ୧୩ ଓଭର ସୁଦ୍ଧା ଭାରତୀୟ ଦଳ ଦୁଇ ଉଇକେଟ ହରାଇ ୫୪ ରନ୍‌ କରିଛି। ଅଭିଜ୍ଞ ଓପନର ରୋହିତ ଶର୍ମା (୨୫) ଓ ଶ୍ରେୟାସ ଆୟାର (୧୧) ରନ୍‌ କରି ଇନିଂସ ସଜାଡ଼ିବାକୁ ଉଦ୍ୟମ କରୁଛନ୍ତି।

Share