Categories: Video

ବ୍ରଣ ଓ କଳାଦାଗ ସମସ୍ୟାର ସମାଧାନ | Follow these steps to cure acne, blackheads | Dr. Basudeb Pradhan

In this health and wellness related episode of Dharitri Live, we dig deeper into the cause and remedy of blackheads. Ayurvedic physician Dr Basudeb Pradhan explains why blackheads often appear after acne and what steps need to be taken to get rid of these.

ଧରିତ୍ରୀ ଲାଇଭର ସ୍ବାସ୍ଥ୍ୟ ଭିତ୍ତିକ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ରୋଗର କାରଣ, ଲକ୍ଷଣ ଏବଂ ନିରାକରଣ ସହ ଚିକିତ୍ସା ପଦ୍ଧତି ସଂପର୍କରେ ଆମେ ଆଲୋଚନା କରିଥାଉ । ଯାହାକି ଆପଣଙ୍କୁ ସୁସ୍ଥ ଏବଂ ନିରୋଗ ରହିବାରେ ସାହାଯ୍ୟ କରେ । ଆଜିର ଏହି ଏପିସୋଡରେ ବ୍ରଣ, କଳାଦାଗ ସମସ୍ୟା କାହିଁକି ଦେଖାଯାଇଥାଏ ଓ ଜଣେ ଏହି ସମସ୍ୟାରୁ କେମିତି ରକ୍ଷା ପାଇପାରିବେ, ଏ ସଂପର୍କରେ ଅଧିକ ଆଲୋଚନା କରିଛନ୍ତି ଆୟୁର୍ବେଦିକ ଚିକିତ୍ସକ ଡ. ବାସୁଦେବ ପ୍ରଧାନ ।