ବୁଡିଗଲା ବିଶ୍ୱର ସବୁଠାରୁ ସୁନ୍ଦର ସହର

ଭେନିସ,୧୮।୧୧: ବନ୍ୟା ଜଳରେ ବୁଡି ଯାଇଛି ବିଶ୍ୱର ସବାଠାରୁ ସୁନ୍ଦର ସହର ଇଟାଲୀର ଭେନିସ। ଏଠାରେ ପାଖାପାଖି ୬ ଫୁଟର ସମୁଦ୍ର ଜୁଆର ମାଡି ଆସିବା ପରେ ସାଧାରଣ ଜୀବନ ଯାତ୍ରା ଉପରେ ଏହାର ପ୍ରଭାବ ପଡିଛି। ଦୀର୍ଘ ୫୩ ବର୍ଷ ପରେ ଏମିତି ଜୁଆର ମାଡି ଆସିଥିବା କୁହାଯାଉଛି। ଏବେ ଇଟାଲୀରେ ଥିବା ଐତିହାସିକ ପ୍ରାସାଦ ଓ କଳାତ୍ମକ ବସ୍ତୁ ସବୁକୁ ସଂରକ୍ଷଣ କରି ରଖିବା ନେଇ ଚିନ୍ତାରେ ପଡି ଯାଇଛି ପ୍ରଶାସନ।

Share