Posted inଫୁରସତ

ବିଶ୍ୱର ସବୁଠୁ ଉଚ୍ଚ ସୁଇମିଂ ପୁଲ୍‌ : ୧୧୫ ଫୁଟ ଉପରେ ଝୁଲି ରହିଛି

ସାଧାରଣତଃ ସୁଇମିଂ ପୁଲ୍‌ ତଳେ ନିର୍ମାଣ କରାଯାଇଥାଏ। କିନ୍ତୁ ବ୍ରିଟେନ୍‌ରେ ଏମିତି ଏକ ସୁଇମିଂ ପୁଲ୍‌ ରହିଛି, ଯାହାର ନିର୍ମାଣ ଶୈଳୀ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଦକ୍ଷିଣ ବ୍ରିଟେନ୍‌ର ଦୁଇ ଆପାର୍ଟମେଣ୍ଟ ମଝିରେ ଝୁଲିଲା ପରି ରହିଛି ଏହି ପୁଲ୍‌। ଦୁଇ କୋଠା ମଧ୍ୟରେ ୧୧୫ ଫୁଟ ଉଚ୍ଚରେ ଏହା ନିର୍ମାଣ କରାଯାଇଛି।

ଯାହା ଦେଖିବାକୁ ଖୁବ୍‌ ଆକର୍ଷଣୀୟ। ଏହାର ଗଭୀର ୩ ମିଟର ଏବଂ ଲମ୍ବ ୨୫ ମିଟର। ତଳେ ଠିଆ ହୋଇ ପୁଲ୍‌କୁ ଚାହିଁଲେ ସନ୍ତରଣକାରୀଙ୍କୁ ବେଶ୍‌ ଭଲ ଭାବେ ଦେଖି ହେବ। ପୁଲ୍‌ର ଉପଯୋଗକର୍ତ୍ତା ଦୁଇ କୋଠା ମଝିରେ ପହଁରିବା ପାଇଁ ଅନୁମତି ମଧ୍ୟ ଦେଇ ସାରିଛନ୍ତି। କାରଣ ଡବଲ ପର୍ସ ଅନୁସାରେ ଏହାର ନିର୍ମାଣ କରାଯାଇଛି।

ବର୍ତ୍ତମାନ କଲରାଡୋରେ ଏହାର ଶେଷ ପରୀକ୍ଷା ଚାଲୁରହିଥିବାବେଳେ ଏହାକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ିଯାଇଛି। ଆଗାମୀ ଗ୍ରୀଷ୍ମ ଋତୁରେ ଏହା ଖୋଲିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବର ଗାଡ଼ିକୁ ଅଟକାଇଲେ ବିକ୍ଷୋଭକାରୀ: ପ୍ରବଳ ଉତ୍ତେଜନା

ଭୁବନେଶ୍ୱର,୧୨।୨: ଭାରତୀୟ ଚାଷୀ ଏବଂ ଟ୍ରେଡ୍‌ ୟୁନିୟନଗୁଡିକ ପକ୍ଷରୁ ‘ଭାରତ ବନ୍ଦ’ ଡାକରା ଦିଆଯାଇଛି। ମୁଖ୍ୟତଃ କେନ୍ଦ୍ର ସରକାର ଆଣିଥିବା ୪ ନୂଆ ଶ୍ରମ କୋଡ୍‌ ବାତିଲ…

ଭାରତ ବନ୍ଦ ଯୋଗୁ ଖୋଲା ନା ବନ୍ଦ ରହିବ ବ୍ୟାଙ୍କ୍‌! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୨।୨: ଆଜି, ଭାରତ ବନ୍ଦ ଏବଂ ବ୍ୟାଙ୍କ ଧର୍ମଘଟ ଯୋଗୁଁ ଦେଶବ୍ୟାପୀ ବନ୍ଦ ପାଳନ ଦେଖିବାକୁ ମିଳିଛି। ଯଦି ଆପଣ ଆଜି ବ୍ୟାଙ୍କଗୁଡ଼ିକ ଖୋଲା ରହିବ କି…

Bharat Bandh Today: ଓଡ଼ିଶାରେ ଭାରତ ବନ୍ଦ ପ୍ରଭାବ, ଆଜି ସ୍କୁଲ ବନ୍ଦ!

ଭୁବନେଶ୍ୱର,୧୨ା୨: ଭାରତ ବନ୍ଦର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଲାଣି । ପ୍ରମୁଖ ଛକମାନଙ୍କରେ ବନ୍ଦ ରହିଛି ଗାଡ଼ି ଚଳାଚଳ ଓ ଦୋକାନ ବଜାର । ମେଡିକାଲ, ଦମକଳ…

ଟ୍ରେନରେ କଟି ଯୁବକଙ୍କ ଚାଲିଗଲା ଜୀବନ: ହତ୍ୟା ନା ଆତ୍ମହତ୍ୟା, ବଢୁଛି ସନ୍ଦେହ

କଣ୍ଟାବାଞ୍ଜି ୧୨।୨(ଗୁରୁ ଦୟାଲ ହଂସ): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଧାମନଡ଼ଙ୍ଗା ପଞ୍ଚାୟତ ବାନ୍ଧନପାଲି ଗ୍ରାମର ଜଣେ ଯୁବକ ଟ୍ରେନରେ କଟି ମୃତ୍ୟୁବରଣ କରିଛନ୍ତି। ମିଳିଥିବା ସୂଚନା…

ଶାକାହାର ସିଦ୍ଧାନ୍ତ

ବୌଦ୍ଧଧର୍ମ ଏବଂ ଜୈନଧର୍ମ ଓଡ଼ିଶାର ପ୍ରମୁଖ ଧର୍ମ ଥିଲାବେଳେ ଶାକାହାର ବା ସାଦା ଖାଇବା ପରମ୍ପରା ଅଧିକ ଦୃଢ଼ୀଭୂତ ହୋଇଥିଲା। ଜଣେ ଅତ୍ୟଧିକ ଗରିଷ୍ଠ, ମସଲାଯୁକ୍ତ, ଆମିଷ…

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୨।୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆ ତା’ର ଅଭିଯାନର ଏକ ଦୃଢ଼ ଆରମ୍ଭ କରିଛି। ମୁମ୍ବାଇରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଭାରତ ୨୯…

ଭାରତ ବନ୍ଦ ପ୍ରଭାବ: ବାଲେଶ୍ୱରରେ ଅଟକିଲା ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ

ବାଲେଶ୍ୱର,୧୨।୨(ବାଞ୍ଛାନିଧି ଦେ):ବାଲେଶ୍ୱର ଷ୍ଟେଶନରେ ଗୁରୁବାର ଟ୍ରେଡ ୟୁନିଅନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସକାଳେ ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ ଟ୍ରେନକୁ ଅଟକାଇ ପ୍ରତିବାଦ କରାଯାଇଛି। ଏଥିସହ ସହରର ବିଭିନ୍ନ…

ଭଲପାଇବାର ଉଦାହରଣ ସୃଷ୍ଟି କଲେ ଅବସରପ୍ରାପ୍ତ ଶିକ୍ଷକ: ସ୍ତ୍ରୀଙ୍କ ସ୍ମୃତିରେ ନିର୍ମାଣ କଲେ…

ଗୁଣୁପୁର,୧୨।୧(ସଂକେତ ପାତ୍ର): ରାୟଗଡା ଜିଲା ଗୁଣୁପୁର ପୌରପରିଷଦ ୧୯ନଂ ୱାର୍ଡ ଓମ ନଗରରୁ ଆସିଛି ଏକ ହୃଦୟସ୍ପର୍ଶୀ କାହାଣୀ, ଯାହା ପ୍ରେମ ଓ ସ୍ବାମୀ-ସ୍ତ୍ରୀ ସମ୍ପର୍କର ଅନନ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri