Posted inଫୁରସତ

ବିଶ୍ୱର ଭିନ୍ନ ପ୍ରକାରର ଜୀବ: କାହାର ଥଣ୍ଟ ଚାମଚ ପରି, ଆଉ କିଏ ବିପରୀତ ଦିଗରୁ ଉଡ଼ିଥାଏ

ବିଶ୍ୱରେ ଅନେକ ପ୍ରକାରର ଜୀବଜନ୍ତୁ ଅଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଦେଖିବାକୁ ସୁନ୍ଦର ତ ଆଉ କିଛି ଦେଖିଲେ ଡର ଲାଗିଥାଏ। ଜାଣିବା ସେମିତି କିଛି ଭିନ୍ନ ପ୍ରକାରର ଦେଖାଯାଉଥିବା ଜୀବଙ୍କ ବିଷୟରେ।


ଷ୍ଟାର ନୋଜ୍‌ଡ ମୋଲ: ଏହାର ମୁହଁ ଦେଖିବାକୁ ଭିନ୍ନ ପ୍ରକାରର। ଏହି ଜୀବର ସବୁଠାରୁ ଭଲ ଗୁଣ ହେଲା, ଏହା ପ୍ରତି ସେକେଣ୍ଡରେ ୧୩ଟି ଶିକାର କରିପାରେ। ଏତେ କମ୍‌ ସମୟରେ ମଣିଷ ମାତ୍ର ୨ ବା ୩ ଜଣଙ୍କୁ ଚିହ୍ନିଥାଏ।


ପ୍ଲାଟିପସ୍‌: ବତକ ପରି ମୁହଁ ଏବଂ ମୂଷା ପରି ଦେଖାଯାଉଥିବା ଏହି ଜୀବ ହେଉଛି ପ୍ଲାଟିପସ୍‌। ବିଶେଷଭାବେ ଏହା ଅଷ୍ଟ୍ରେଲିଆରେ ଦେଖାଯାଇଥାଏ। ଏହି ଜୀବର ବିଶେଷତ୍ୱ ହେଉଛି ଏହା ପାଣି ଭିତରେ ମଧ୍ୟ ନିଃଶ୍ୱାସ ନେଇ ବଞ୍ଚିପାରେ।


ଶୋବିଲ ପକ୍ଷୀ: ଶୋବିଲ ଦେଖିବାକୁ ରାମାୟଣର ଜଟାୟୁ ପରି। ଜଟାୟୁର ଥଣ୍ଟ ପରି ଏହାର ଥଣ୍ଟ। ଏହାକୁ ବିଶେଷଭାବେ ଆଫ୍ରିକାରେ ଦେଖିବାକୁ ମିଳିଥାଏ। ଶୋବିଲ ବିଜୁଳି ବେଗରେ ନିଜ ଶିକାର କରିଥାଏ।


ସ୍ପୁନ୍‌ବିଲ୍‌: ସ୍ପୁନ୍‌ବିଲର ଥଣ୍ଟ ଦେଖିବାକୁ ଚାମଚ ପରି। ବୋଧହୁଏ ସେଥିପାଇଁ ଏହାର ଏପରି ନାମକରଣ ହୋଇଛି।


ହମିଂ ବାର୍ଡ: ହମିଂ ବାର୍ଡ ବିଶ୍ୱର ସବୁଠାରୁ ଛୋଟ ପକ୍ଷୀ। ଏହି ପକ୍ଷୀର ବିଶେଷତ୍ୱ ହେଉଛି ଏହା ବିପରୀତ ଦିଗ ଅର୍ଥାତ୍‌ ପଛପଟୁ ମଧ୍ୟ ଉଡ଼ିପାରେ। ଖଣ୍ଡା ପରି ଏହାର ଥଣ୍ଟ ହୋଇଥିଲାବେଳେ ଶରୀରଠାରୁ ମଧ୍ୟ ବଡ଼।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri