Categories: ଜାତୀୟ

ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ଦିଦି: କହିଲେ ସବୁ ହାରିବା ବ୍ୟକ୍ତି ବିଫଳ ନୁହେଁ

କୋଲକାତା,୨୩।୫: ଲୋକ ସଭା ନିର୍ବାଚନ ଫଳାଫଳକୁ ଦେଖିଲେ ଭାଜପା ପୁଣି ଥରେ ବାଜିମାତ୍‌ କରିଥିବା ସ୍ପଷ୍ଟ ହେଉଛି। ହେଲେ ପୂର୍ବରୁ ପଶ୍ଚିମବଙ୍ଗରେ ନିଜର ଦବ୍‌ଦବା ଜାହିର କରିଥିବା ଦିଦିଙ୍କୁ ଏଥର ଲାଗିଛି ବଡ ଝଟ୍‌କା। କାରଣ ଏଥର ପଶ୍ଚିମବଙ୍ଗରେ ଏନ୍‌ଡିଏ ବହୁ ଆଗରେ ଥିବା ବେଳେ ଟିଏମ୍‌ସି ଆଶାତୀତ ଭାବେ ବହୁପଛରେ ରହିଛି। ତେଣୁ ମମତାଙ୍କ ଦମ୍ଭ ଏକ ପ୍ରକାର ଭାଙ୍ଗି ଯିବାରୁ ଏବେ ସେ ବିଜୟୀଙ୍କୁ ଶୁଭେଚ୍ଛା ଜଣାଇବା ସହ ହାରିଥିରା ବ୍ୟକ୍ତିଙ୍କ ମନୋଳ ମଧ୍ୟ ଦୃଢ କରିଛନ୍ତି।

Share