Categories: Video

ବାଲେଶ୍ବର ଉପନିର୍ବାଚନ ଜୋରଦାର ଟକ୍କର

ବାଜିଲାଣି ଉପ ନିର୍ବାଚନ ବିଗୁଲ। ବାଲେଶ୍ବରର ବାଜିଗର ହେବାପାଇଁ ତିନି ପ୍ରମୁଖ ଦଳ ପ୍ରସ୍ତୁତ। ନିର୍ବାଚନ ପ୍ରଚାର ମଧ୍ୟ ଜୋରଦାର ହୋଇଛି। ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ନିଜ ନିଜ ରଣନୀତି ସହ ମଇଦାନକୁ ଓହ୍ଲାଇଥିବା ବେଳେ ବାଲେଶ୍ଵରବାସୀଙ୍କର ପ୍ରତିକ୍ରିୟା କଣ ଦେଖନ୍ତୁ ଏହି ଭିଡ଼ିଓରେ।