Categories: Video

ବାବୁ ମହଲ: ହୋଲି | Babu Mahal #24 ‘Holi’

ଆସିଯାଇଛି ପବିତ୍ର ଦୋଳପୂର୍ଣ୍ଣିମା, ଏହି ଅବସରରେ ସବୁଠି ରଙ୍ଗ ଖେଳ ହୁଏ। ବଜାରରେ ମିଳୁଥିବା ପ୍ରାୟତଃ ଅନେକ ରଙ୍ଗ ରସାୟନିକ ଅଟେ ଏବଂ ଏହାର ବ୍ୟବହାର ଶରୀର ଲାଗି ହାନିକାରକ ହୋଇପାରେ। ତେଣୁ ପ୍ରାକୃତିକ ରଙ୍ଗ ବ୍ୟବହାର କରି ରଙ୍ଗ ଖେଳନ୍ତୁ ଏବଂ ରଙ୍ଗ ଖେଳିବା ସମୟରେ ଆବଶ୍ୟକୀୟ ସଚେତନତା ଅବଲମ୍ବନ କରନ୍ତୁ।

ଏଥର ‘ବାବୁ ମହଲ’ରେ ପ୍ରସଙ୍ଗ ହେଉଛି ‘ହୋଲି’।

‘ବାବୁମହଲ’ ଟିମ୍ ତରଫରୁ ‘ଧରିତ୍ରୀ ଲାଇଭ୍’ର ସମସ୍ତ ଦର୍ଶକଙ୍କୁ ହୋଲିର ଅଭିନନ୍ଦନ…

ଏହି ଆନିମେଶନ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ।

Babu Mahal #24 : Holi ( A funny odia animated cartoon web series from Dharitri Live ) This video is not allowed for reuse/ redistribution in any form and manner on any source.

Copyright owner : Dharitri Live