Categories: Video

ବାବୁ ମହଲ: ପୋଷା କୁକୁର | Babu Mahal #33 ‘Posha Kukura’

ଆମ ସମାଜରେ କୁକୁରକୁ ଏକ ବିଶ୍ୱସ୍ତ ପ୍ରାଣୀ ଭାବେ ବିବେଚନା କରାଯାଏ। ଅନେକ ଲୋକ ସେଥିପାଇଁ ଘରେ କୁକୁର ରଖିବାକୁ ଭଲ ପାଆନ୍ତି। ମାତ୍ର କିଛି ଲୋକଙ୍କ ମନରେ କୁକୁର ପ୍ରତି ଥାଏ ଅହେତୁକ ଭୟ। ଏଥର ‘ବାବୁ ମହଲ’ରେ ପ୍ରସଙ୍ଗ ହେଉଛି ‘ପୋଷା କୁକୁର’।

This video is not allowed for reuse/ redistribution in any form and manner on any source. Copyright owner : Dharitri Live