Categories: Video

ବାବୁ ମହଲ: ଟ୍ରାଫିକ ଝଟକା

ସାରା ଦେଶରେ ଲାଗୁ ହୋଇଛି ସଂଶୋଧିତ ମୋଟର ଯାନ ନିୟମ ୨୦୧୯। ଏହି ନିୟମ ଆଧାରରେ ଏବେ ବହୁଗୁଣା ଫାଇନ ଆଦାୟ ହେଉଛି। ଏଥିଯୋଗୁଁ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ନିୟମ ଯେ ଲୋକମାନଙ୍କ ସୁରକ୍ଷା ଏବଂ ସଡ଼କ ଦୁର୍ଘଟଣା ରୋକିବାକୁ ହୋଇଛି, ତାହା କେହି ବୁଝିବାକୁ ପ୍ରସ୍ତୁତ ନୁହନ୍ତି । ଏହି ପ୍ରସଙ୍ଗକୁ ଆଧାର କରି ଏଥରର ଆନିମେଶନ ଭିଡ଼ିଓ ‘ଟ୍ରାଫିକ ଝଟକା’ । ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ ଏବଂ ଭଲ ଲାଗିଲେ ଶେୟାର କରିବାକୁ ଭୁଲନ୍ତୁ ନାହିଁ ।