Categories: Video

ବାବୁ ମହଲ: ଚୋର ଧରା | Babu Mahal #35 ‘Chora Dhara’

ସହର ହେଉ କି ଗାଁ, ସବୁଠି ଅଛନ୍ତି ଫୁଲ ଚୋର। ରାତିଅଧିଆ ବାଡ଼ି ବଗିଚାରେ ପଶି ଫୁଲ ଚୋରି କରି ନେଉଛନ୍ତି। କଢ଼ଟିଏ ମଧ୍ୟ ଛାଡୁନାହାନ୍ତି। ଏହି ପରିପ୍ରେକ୍ଷୀରେ ଏଥର ‘ବାବୁ ମହଲ’ର ପ୍ରସଙ୍ଗ ‘ଚୋର ଧରା’। ଏହି ଆନିମେଶନ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ।