Categories: Video

ବାବୁ ମହଲ: ଖୁଚୁରା ଟେନ୍‌ସନ୍‌ | Babu Mahal #22 “Khuchura Tension”

ରିଜର୍ଭ ବ୍ୟାଙ୍କ କିମ୍ବା ସରକାର ଖୁଚୁରା ମୁଦ୍ରାକୁ ଏଯାଏଁ ଅଚଳ ଘୋଷଣା କରିନଥିଲେ ମଧ୍ୟ ଅନେକ ବ୍ୟବସାୟୀ ଏହାକୁ ଗ୍ରହଣ କରୁନଥିବା ପରିଲକ୍ଷିତ ହେଉଛି। ତେବେ ଖୁଚୁରା ହେଉଛି ମୁଦ୍ରା ବିନିମୟର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଏବଂ ଏହାକୁ ଗ୍ରହଣ ନକରିବା ଏକ ଦଣ୍ଡନୀୟ ଅପରାଧ। ଏଥର ‘ବାବୁମହଲ’ରେ ପ୍ରସଙ୍ଗ ହେଉଛି ‘ଖୁଚୁରା ଟେନ୍‌ସନ୍‌’। ଏହି ଆନିମେଶନ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ।

Babu Mahal #22: Khuchura Tension ( A funny odia animated cartoon web series from Dharitri Live )

This video is not allowed for reuse/ redistribution in any form and manner on any source. Copyright owner : Dharitri Live