Categories: Video

ବାବୁମହଲ : ପୂଜା ଚାନ୍ଦା

ଆସିଛି ପାର୍ବଣର ଋତୁ। ଗାଁରୁ ସହର ଯାଏଁ ସବୁଠି ପୂଜାର ମହକ। ମାତ୍ର ଏହି ସମୟ ଚାନ୍ଦା ଆଉ ବକ୍ସିସର ବି ସମୟ। ସରକାର ଜୋର ଜବରଦସ୍ତି ଚାନ୍ଦା ଆଦାୟକୁ ବେଆଇନ ଘୋଷଣା କରିଛନ୍ତି। ତଥାପି ସବୁଠି ଚାନ୍ଦା ଆଦାୟ ହେଉଛି। ଏଥର ‘ବାବୁ ମହଲ’ରେ ପ୍ରସଙ୍ଗ ହେଉଛି ପୂଜା ଚାନ୍ଦା। ଏହି ଆନିମେଶନ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ।