Categories: Video

‘ବନ୍ଦେ ଉତ୍କଳ ଜନନୀ’ କିଛି କଥା

ପୁରଣ ହେଲା ଓଡ଼ିଆ ଜାତିର ଦୀର୍ଘବର୍ଷର ଦାବି । ରାଜ୍ୟ ସରକାର ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ସମ୍ପୂର୍ଣ୍ଣ ଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେଇଛନ୍ତି । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏହି ସଂଗୀତ ପ୍ରତିଟି ଓଡ଼ିଆଙ୍କ ଭାବନାରେ ରହିଛି । ବନ୍ଦେ ଉତ୍କଳ ଜନନୀ ହେଉଛି କୀର୍ତ୍ତିମାଳିନୀ ଉତ୍କଳ ଜନନୀଙ୍କର ପବିତ୍ର ଆବାହନୀ ସଙ୍ଗୀତ ।