Categories: Video

ବଦଳିଲା କ୍ୱାରାଣ୍ଟାଇନ୍ ନିୟମ, କାଲିଠୁ ଗଡ଼ିବ ବସ ଟ୍ୟାକ୍ସି | State govt modifies quarantine norms

ରାଜ୍ୟରେ ପୁଣି ବଦଳିଲା କ୍ୱାରାଣ୍ଟାଇନ୍ ନିୟମ । ଓଡ଼ିଶା ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆ ମାନେ ଏଣିକି ୨୧ ଦିନ ବଦଳରେ ୧୪ଦିନ ପର୍ଯ୍ୟନ୍ତ କ୍ୱାରାଣ୍ଟାଇନରେ ରହିବେ ବୋଲି ଆଜି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏସଆରସି କହିଛନ୍ତି ଯେ ବାହାର ରାଜ୍ୟରୁ ଫେରୁଥିବା ଲୋକଙ୍କ ପାଇଁ ଗ୍ରାମାଂଚଳରେ ୭ଦିନ ଯାଏ କ୍ୱାରାଣ୍ଟାଇନରେ ରହିବା ବାଧ୍ୟତାମୂଳକ ରହିଛି ।