Posted inଜାତୀୟ

ଫୁଟବଲ ପ୍ରଶିକ୍ଷଣ ଯୋଗୁ ୮ ପଞ୍ଚାୟତର ୨୦ ଗାଁରେ ହେଉନି ଏବେ ବାଲ୍ୟବିବାହ

ରାଞ୍ଚି,୧୫।୭: ଝାଡ଼ଖଣ୍ଡର ୮ଟି ପଞ୍ଚାୟତର ୨୦ ଗାଁରେ ଏବେ ବାଲ୍ୟ ବିବାହ ବନ୍ଦ ହୋଇଯାଇଛି। ଜନଜାତି ଅଧ୍ୟ୍ୟୁଷିତ ଏହି ଗାଁଗୁଡ଼ିକରେ କମ୍‌ ବୟସର ଝିଅପୁଅଙ୍କୁ ବିବାହ କରି ଦିଆଯାଉଥିଲା। ତେବେ ଏଠାରେ ଏଭଳି ପିଲାଙ୍କୁ ନେଇ ଫୁଟବଲ୍‌ ଦଳ ଗଠନ କରାଯାଇ ଏବେ ପ୍ରଶିକ୍ଷଣ ଦିଆଯାଉଛି। କୋଚ୍‌ ଆନନ୍ଦ ଗୋପାଲ ୨୦୧୩ଠାରୁ ଏଠାରେ ଫୁଟବଲ ପ୍ରଶିକ୍ଷଣ ଆରମ୍ଭ କରିଥିଲେ। ଗାଁ ଗାଁ ବୁଲି ଆନନ୍ଦ ବାଲ୍ୟବିବାହ ନ କରିବାକୁ ମାତାପିତାଙ୍କୁ ଅବଗତ କରାଇବା ସହିତ ଏହାର କୁପରିଣତି ସମ୍ପର୍କରେ ବୁଝାଇଥିଲେ। ଆନନ୍ଦଙ୍କ କଥାରେ ଲୋକଙ୍କ ମନରେ ନୂତନ ଭାବନା ଜାଗି ଉଠିଲା। ସେମାନେ ଝିଅଙ୍କ ବାଲ୍ୟବିବାହ ନ କରାଇ ପ୍ରଥମେ ତାଙ୍କର କ୍ୟାରିୟର ପ୍ରତି ଧ୍ୟାନ ଦେବାକୁ ଆରମ୍ଭ କଲେ। ଏବେ ଆନନ୍ଦଙ୍କ ପ୍ରଶିକ୍ଷଣ ଶିବିରରେ ୬୫୦ଜଣ ବାଳିକା ଫୁଟବଲ ଖେଳ ତାଲିମ୍‌ ନେଉଛନ୍ତି। ୨୦୧୬ରେ ଝାଡ଼ଖଣ୍ଡ ଦଳ ଅଣ୍ଡର-୧୭ରେ ଜାତୀୟ କପ୍‌ ଜିଣିବା ପରେ ଏସବୁ ଗାଁର ଲୋକଙ୍କ ଚିନ୍ତାଧାରାରେ ବହୁ ପରବର୍ତ୍ତନ ଆସିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri