Categories: ଜାତୀୟ

ପଶ୍ଚିମବଙ୍ଗରେ ଦିଦିଙ୍କୁ ଝଟକା

କୋଲକାତା,୨୩।୫: ପଶ୍ଚିମ ବଙ୍ଗରେ ଭାଜପା ପାଖାପାଖି ୧୭ ଆସନରେ ଆଗୁଆ ଥିବା ବେଳେ ତ୍ରୁଣମୂଳ କଂଗ୍ରେସକୁ ଲାଗିଛି ଝଟ୍‌କା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ସେଠାରେ ହିଂସା ପରିସ୍ଥିତି ସୃଷ୍ଟିକରି ଭୋଟ ହାତେଇବା ଲକ୍ଷ୍ୟରେ ଥିବା ଭାଜପା ଅଭିଯୋଗ ଆଣିଥିଲା। ଏବେ କିଛି ଆସନରେ ଭାଜପା ଆଗୁଆ ଥିବାରୁ କର୍ମୀମାନେ ଭାଜପା ଅଫିସ ସମ୍ଭୁଖରେ ଉତ୍ସବ ପାଳନ କରିଛନ୍ତି।

Share