ପତଳା ହେବାକୁ ଚାହୁଁଥିଲେ…

ଆଜିକାଲି ଓଜନ ବୃଦ୍ଧି ସମସ୍ୟା ନେଇ ପ୍ରାୟ ସମସ୍ତେ ଚିନ୍ତିତ। ଏଥିପାଇଁ ଅନେକ ପତଳା ହେବା ଚାହିଁଥାନ୍ତି। କେହି କେହି ପତଳା ହେବାକୁ ଡାକ୍ତରଙ୍କ ନିକଟକୁ ଯାଇ ଅନେକ ଅର୍ଥ ମଧ୍ୟ ବ୍ୟୟ କରିଥାନ୍ତି। କିନ୍ତୁ ଏମିତି କିଛି ଘରୋଇ ଉପଚାର ଅଛି, ଯାହାକୁ ଆପଣାଇଲେ ଖୁବ୍‌ କମ୍‌ ଦିନ ମଧ୍ୟରେ ଓଜନ କମିଯିବ। ଜାଣନ୍ତୁ ଏ ସମ୍ପର୍କରେ…

ଭାରତୀୟ ଭୋଜନରେ ହଳଦୀର ସ୍ଥାନ ସ୍ବତନ୍ତ୍ର। ଏହା ଖାଲି ଖାଦ୍ୟର ରଙ୍ଗ ବଢ଼ାଏ ନାହିଁ, ସ୍ବାଦ ମଧ୍ୟ ବଢ଼ାଏ। ଏଥିସହିତ ଔଷଧୀୟ ଗୁଣରେ ମଧ୍ୟ ଭରପୂର। ବିଶେଷକରି ଓଜନ କମାଇବାରେ ହଳଦୀ ମହୌଷଧି ଭାବରେ କାମ କର
କ୍ଷୀର ମିଶା ହଳଦୀ: ଡାଏଟ ଆଣ୍ଡ୍‌ ବାଲାନ୍ସ ବିଶେଷଜ୍ଞ କୁହନ୍ତି, ହଳଦୀ ଓଜନ କମ୍‌ କରିବାରେ ସବୁଠୁ ଭଲ। ତେଣୁ ଗୋଟିଏ ଗ୍ଲାସ କ୍ଷୀରରେ ହଳଦୀ ଗୁଣ୍ଡ ପକାଇ ୫/୭ ମିନିଟ୍‌ ଗରମ କରନ୍ତୁ। ଏହାକୁ ସକାଳେ ଏବଂ ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ। ଏହିପରି ନିୟମିତ ଭାବରେ କରନ୍ତୁ। ଦେଖିବେ ଖୁବ୍‌ କମ୍‌ ଦିନ ମଧ୍ୟରେ ପତଳା ହୋଇଯିବେ।

ହଳଦୀ ଚା’- ଦେଢ଼ କପ୍‌ ପାଣିରେ ଏକ ଚାମଚ ହଳଦୀ ପାଉଡର ମିଶାଇ କିଛି ସମୟ ଫୁଟାନ୍ତୁ। ଏଥିରେ କିଛି ଲେମ୍ବୁ ରସ ଏବଂ ଗୋଲମରିଚ ପାଉଡର ମିଶାନ୍ତୁ। ଏହାକୁ ଛାଣି ପିଅନ୍ତୁ। ଏହା ଓଜନ କମାଇବାର ସବୁଠୁ ଭଲ ଉପାୟ।
ଏହାବ୍ୟତୀତ ଗରମ ଗରମ ସୁପ୍‌ ପିଇବା ସମୟରେ କିଛି ହଳଦୀ ପାଉଡର ମଧ୍ୟ ପକାଇ ପିଇ ପାରିବେ। ସାଲାଡ୍‌ ଖାଇବା ସମୟରେ ଅଳ୍ପ କିଛି ହଳଦୀ ପାଉଡର ମିଶାନ୍ତୁ। ଯାହା ଓଜନ ନିୟନ୍ତ୍ରଣ କରିବାରେ ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...

ନ୍ୟାୟ ପାଇଁ ପିଏମ ମୋଦିଙ୍କୁ ଏହି ନିବେଦନ କଲେ ପାକିସ୍ତାନୀ ମହିଳା, କରାଚୀରୁ ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୮।୧୨: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି।...

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

ବଲାଙ୍ଗିର ଫଳ ବଜାରରେ ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଦୋକାନ

ବଲାଙ୍ଗିର,୮।୧୨: ସୋମବାର ବଲାଙ୍ଗିର ସହରର ଫଳ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜିଲାପାଳଙ୍କ ଅଫିସ୍‌ ନିକଟରେ ଥିବା ପୌର ସଂସ୍ଥା ଅଧୀନରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri