Categories: ବାଣିଜ୍ୟ

ନୂଆ ପ୍ୟାକ୍‌ରେ ଭିକୋ ବଜ୍ରଦନ୍ତି ପେଷ୍ଟ

ଭୁବନେଶ୍ୱର,୨୧-୬: ଭିକୋ ବଜ୍ରଦନ୍ତି ପେଷ୍ଟ ଏବେ ନୂଆ ପ୍ୟାକରେ ଉପଲବ୍ଧ ହେଉଛି। ଏହି ପ୍ରଡକ୍ଟରେ କମ୍ପାନୀ ୧୮ ପ୍ରକାରର ଜଡିବୁଟିର ସମାହାରକୁ ସାମିଲ କରିଛି। ଏହା ଜିବାଣୁଠାରୁ ଦାନ୍ତକୁ ସୁରକ୍ଷା ପ୍ରଦାନ କରିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି। ଏହା ପାର୍ଶ୍ୱ ପ୍ରତିକ୍ରିୟା ବିହୀନ ହୋଇଥିବା ବେଳେ ଉଭୟ ଦାନ୍ତ ଏବଂ ମାଢିକୁ ସୁରକ୍ଷା ପ୍ରଦାନ କରିଥାଏ। ଫ୍ଲୋରାଇଡ କିମ୍ବା ଟ୍ରାଇକୋସ୍ଲାନ ଭଳି କୌଣସି ପ୍ରକାରର ରାସାୟନିକ ପଦାର୍ଥକୁ ଏଥିରେ ବାଦ ଦିଆଯାଇଥିବା କମ୍ପାନୀ ପ୍ରକାଶ କରିଛି।

Share