Categories: ବାଣିଜ୍ୟ

ନିବେଶକଙ୍କ ୨.୮୭ଲକ୍ଷ କୋଟି ଲାଭ

ମୁମ୍ବାଇ,୨୪-୫: ଏନ୍‌ଡିଏ ସରକାର ପୁନର୍ବାର କ୍ଷମତାକୁ ଫେରିବା ଖୁସିରେ ଗୁରୁବାର ପୂର୍ବାହ୍ନରେ ଷ୍ଟକ୍‌ ମାର୍କେଟରେ ସେନ୍‌ସେକ୍ସ ୪୦ ହଜାର ଏବଂ ନିଫ୍ଟି ୧୨ ହଜାର ପଏଣ୍ଟ ପାର୍‌ କରିଥିଲା। ଏହା ଏକ ଐତିହାସିକ ଉପଲବ୍ଧି ଥିଲା। ଏଥିଯୋଗୁ ନିବେଶକ ୨.୮୭ ଲକ୍ଷ କୋଟି ଟଙ୍କା ଲାଭ କରିଛନ୍ତି। ପୂର୍ବାହ୍ନରେ ସେନ୍‌ସେକ୍ସ ସର୍ବାଧିକ ସ୍ତର ୪୦,୧୦୦.୯୧ ପଏଣ୍ଟରେ ପହଞ୍ଚତ୍ଥିଲା।

 

Share