Categories: ଜାତୀୟ

ଧାର୍ଯ୍ୟ ସମୟରେ ହୋଇ ପାରିଲାନି ଆସ୍ଥା ଭୋଟ: ୩ଟା ପର୍ଯ୍ୟନ୍ତ ଗୃହ ମୁଲତବି

ବେଙ୍ଗାଲୁର,୧୯।୭: ରାଜ୍ୟପାଳଙ୍କ ନିର୍ଦ୍ଦେଶ ପରେ ମଧ୍ୟ ହୋଇ ପାଲିଲାନି ଆସ୍ଥା ଭୋଟ। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ବାମୀ କହିଲେ ଆସନ୍ତା ସୋମବାର ଅବା ମଙ୍ଗଳବାର ପର୍ଯ୍ୟନ୍ତ ଏହା ଚାଲିପାରେ। ଏଥିରୁ ଆଲୋଚନା ହେଉଛି କି ପୁଣି ଥରେ ଉଭୟ ଶାସକ ଓ ବିରୋଧି ସୁପ୍ରିମକୋର୍ଟ ଯାଇ ପାରନ୍ତି। ସିଦ୍ଧରମେୟା ମଧ୍ୟ କୁମାରସ୍ବାମୀଙ୍କ କଥାକୁ ଦୋହରାଇ କହିଛନ୍ତି ଏହା ହୁଏତ ଆଜି ସରିପାରିବ ନାହିଁ ଆସନ୍ତା ସୋମବାର ପର୍ଯ୍ୟନ୍ତ ଏହା ଲାଗି ରହିବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି।

Share