ଦାଦନ୍‌ ଦୁଖ: ଆପ୍‌ନେ ଆରପାରେ, ପଲିଥିନ୍‌ ତଲେ ପରିବାର

ପୁରୁଣାକଟକ,୧୭।୧୦(ଡି.ଏନ୍‌.ଏ.)-  ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ପୁରୁଣାକଟକ ପଁଚେତ୍‌ ଅଧୀନ କମଳପୁର ଗଁାର ଭିକୁ ହଂସ(୩୪)। ସେ ବାଙ୍ଗାଲୋରକେ ଦାଦନ୍‌ ଖଟିଯାଇ ଶୋଭା ଲିମିଟେଡ୍‌ କମ୍ପାନୀରେ ମାର୍ବଲ ଶ୍ରମିକ ହିସାବେ କାମ୍‌ କରୁଥିଲାବେଲେ କେହେନ୍‌ସି କାରନ୍‌ରୁ ଅଗଷ୍ଟ ୧ ତାରିଖ୍‌ରେ ତାକର ମୁର୍‌ତୁ ହେଇଥିଲା। ପରିବାର ଲୋକ୍‌ ପୁରୁଣାକଟକ ପୁଲିସ ଆର ଜିଲା ପରଶାସନକେ ଜନାଲା ଉତାରୁ ପରଶାସନର ସାହାଯ୍‌ରେ ଭିକୁକଁର ଶବ ଗଁାକେ ଆସିଥିଲା। ଭିକୁ କାମ୍‌ କରୁଥିବାର କମ୍ପାନୀ କତୁରପକ୍ଷ ଶୁଧିକାଯ୍‌ ଆର ତାକର ବିଧବା ମାଏକିନା ରଶ୍ମୀ, ୨ ବଛରର ଝି’ ଲିପ୍‌ସାକଁର ଚଲବାର ଲାଗି ୧୫ ଦିନ୍‌ ଭିତରେ ୫ ଲାଖ୍‌ ଟଁକା ପଠେଇ ଦେମୁ କହି ସବୁ କାଗଜପତର, ପାସବହି ନମ୍ବର ନେଇଥିଲେ। ହେଲେ ଆଏଜ୍‌କେ ପାଖାପାଖି ୨ ମାସ ବିତିଯାଇଥିଲେ ବି କମ୍ପାନୀ କତୁରପକ୍ଷ ଟଁକା ଦେବାର ତ ଦୂରର କଥା ତାହାକୁ ଯୋଗାଯୋଗ କଲେ ବି ଉତର ନାଇଁ ମିଲବାର ବଲି ରଶ୍ମୀ କହିଛନ୍‌। ଘରର ଝନେ ବଲି ରୁଜଗାରିଆ ଲୋକ୍‌ ଥିଲେ ଭିକୁ। ତାକର ଚାଲିଗଲା ଉତାରୁ ମା’ଝି’ ବଡ଼ା ଗୁଲ୍‌ଗୁଲା ହେଇ ଦିନ୍‌ ବିତଉଛନ୍‌। ଏନ୍‌ତା ପରିସ୍ଥିତିରେ ବି ମା’ଝି’ କମ୍ପାନୀ ଆର ସରକାରୀ ସାହାଯ୍‌ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଭିକୁ ଚାଲିଯିବାର ୨ ମାସ ବିତିଯାଇଥିଲେ ବି ରଶ୍ମୀ ବିଧବା ଭତା, ହରିଶ୍ଚନ୍ଦ୍ର ଯୋଜନାର ଟଁକା କି ସରକାରୀ ଯୋଜନାରେ ଆବାସ ଘର ଖଁଡ଼େ ପାଇ ନାଇଁପାରି। ଏନ୍‌ତାଥି ମା’ଝି ୮୦ ବଛ୍‌ରିଆ ଶଶୁରକଁର ଭରସାରେ ଗୁଟେ ଭଂଗା ଘରେ ପଲିଥିନ୍‌ ଢ଼ାପି ରହୁଛନ୍‌। ପରିବାର ଲୋକ ହରଭଙ୍ଗା ବିଡିଓକୁଁ ସରକାରୀ ସାହାଯ୍‌ ଲାଗି ୨ ଥର ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ଇ ବାବ୍‌ଦେ ମତାମତ ଲାଗି ହରଭଙ୍ଗା ବିଡିଓ ରବିନ୍ଦ୍ରନାଥ ଶତପଥୀକୁଁ ଯୋଗାଯୋଗ କରାଯାଇଥିଲେ ବି ତାକର ମତାମତ ନାଇଁ ମିଲିପାରି। ଜିଲାପାଳ ଇ ଦୁଖି ପରିବାର ଉପରେ ଦୁରୁଷ୍‌ଟି ଦେଇ ସବୁପରକାର ସରକାରୀ ସାହାଯ୍‌ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri