ଡ୍ରମ ବାଜା ଭାଙ୍ଗିଦେଲେ ସ୍କୁଲ ପିଲା: ଥାନାରେ ଏତଲା

ଦିଗପହଣ୍ଡି,୨୭।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ ଖେମୁଣ୍ଡି ହାଇସ୍କୁଲର କିଛି ୧୦ମ ଶ୍ରେଣୀ ଛାତ୍ର ପ୍ରାୟ ୮ ହଜାର ଟଙ୍କା ମୂଲ୍ୟର ସ୍କୁଲରେ ଥିବା ଡ୍ରମ ବ୍ୟାଣ୍ଡ ବାଜା ଗୁଡ଼ିକ ଭାଙ୍ଗି ନଷ୍ଟ କରିଦେଇଛନ୍ତି। ସୋମବାର ସାଧାରଣତନ୍ତ୍ର ଦିବସ ପରେଡ଼ରେ ସ୍କୁଲ ପିଲାମାନେ ଡ୍ରମ ବାଦନ କରିଥିଲେ। ସ୍କୁଲରେ ଜାତୀୟ ପତାକା ଉତ୍ତୋଳନ କରାଯିବା ପରେ ଛାତ୍ରମାନେ ଉକ୍ତ ଡ୍ରମ ବ୍ୟାଣ୍ଡ ବାଜା ଗୁଡ଼ିକୁ ଧରି ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ଏନଏସି କାର୍ଯ୍ୟାଳୟ ପକ୍ଷରୁ ସମ୍ମିଳିତ ପରେଡ଼ରେ ଅଂଶଗ୍ରହଣ କରିଥିଲେ। ପରେ ସେଗୁଡ଼ିକୁ ସ୍କୁଲ ପରିସରରେ ଭାଙ୍ଗି ରଖିଦେଇଥିଲେ।
ମଙ୍ଗଳବାର ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୁନୀଲ କୁମାର ମହାନ୍ତି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସମ୍ପୃକ୍ତ ଛାତ୍ରମାନଙ୍କୁ ଡକାଇ ପଚରାଉଚୁରା କରିଥିଲେ। ସେମାନେ ଏନେଇ କିଛି ଜାଣି ନ ଥିବା ପ୍ରକାଶ କରିବା ପରେ ଥାନାରେ ଏତଲା ଦେଇଥିବା କହିଛନ୍ତି। ହାଇସ୍କୁଲରେ କିଛି ଛାତ୍ର ବାରମ୍ବାର ଏଭଳି ବିଶୃଙ୍ଖଳା କରୁଛନ୍ତି। କିଛିଦିନ ପୂର୍ବେ ସ୍କୁଲର ସମସ୍ତ ସିସିଟିଭିଗୁଡ଼ିକୁ କିଛି ଛାତ୍ର ଯୋଜନାବଦ୍ଧ ଭାବେ ଭାଙ୍ଗି ନଷ୍ଟ କରିଦେଇଥିଲେ। ସ୍କୁଲର କିଛି ଅମାନିଆ ଛାତ୍ର ଏଭଳି କାରବାରରେ ଲିପ୍ତ ରହୁଥିବାରୁ ଶିକ୍ଷୟିତ୍ରୀଶିକ୍ଷକ ବୃନ୍ଦ ଚିନ୍ତିତ ହୋଇପଡ଼ିଥିବା କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ନେଇ କୁଆଡ଼େ ଗଲେ ଆକାଶ, ବଢୁଛି ସନ୍ଦେହ: ମନ୍ଦିର ପଛପଟୁ ମିଳିଲା…

ବଲାଙ୍ଗୀର, ୨୭।୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଭିତରେ ହଇଚଇ। ମିଳିଲା ନିଖୋଜ ଯୁବକଙ୍କୁ ଚପଲ। ହତ୍ୟା ଅଭିଯୋଗ କଲେ ପରିବାର ଲୋକେ।ଏପରି ଏକ ଘଟଣା ଘଟିଛି…

ଭାରତ-EU ମଧ୍ୟରେ ‘Mother of All Deals’, ଜାଣନ୍ତୁ କେଉଁ ଜିନିଷ ହେବ ଶସ୍ତା

ନୂଆଦିଲ୍ଲୀ,୨୭।୧: ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) ସ୍ବାକ୍ଷରିତ ହୋଇଛି। ଉଭୟ ପକ୍ଷ ୨୦୦୭ମସିହାରୁ ଏଥିପାଇଁ ଆଲୋଚନା କରିଆସୁଛନ୍ତି। ବର୍ତ୍ତମାନ,…

ମେଟ୍ରୋରେ ଷ୍ଟଣ୍ଟ କରିବା ପଡିଲା ମହଙ୍ଗା, ବରୁଣ ଧାୱନଙ୍କୁ ଜରିମାନା!

ମୁମ୍ବାଇ,୨୭।୧: ବର୍ଡର ୨କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ, ଅଭିନେତା ବରୁଣ ଧାୱନ ପୁଣି ଥରେ ଲାଇମଲାଇଟକୁ ଆସିଛନ୍ତି । ମୁମ୍ବାଇ ମେଟ୍ରୋ କୋଚରେ ତାଙ୍କର ପୁଲ୍-ଅପ୍…

ଧୋକା ଦେଲା ଗୁଗଲ ମ୍ୟାପ୍‌ : ଯାଉ ଯାଉ ମନ୍ଦିରରେ ପଶିଗଲା କାର୍‌, ତା’ପରେ…

ଜୟପୁର,୨୭।୧: ରାଜସ୍ଥାନର ଜୟପୁରରେ ସୋମବାର ଗଣତନ୍ତ୍ର ଦିବସରେ, ବିର୍ଲା ମନ୍ଦିରରେ ଏକ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଯେତେବେଳେ ଜଣେ ପର୍ଯ୍ୟଟକଙ୍କ କାର୍‌ ମନ୍ଦିର ସିଡ଼ିରୁ ଖସିପଡ଼ିବାରୁ ଅଳ୍ପକେ…

ଏହି ସାଧାରଣ କାମ କରି ବର୍ଷକୁ ୨୯ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏହି ବ୍ୟକ୍ତି

ଭାରତରେ ଲୋକମାନେ ସେମାନଙ୍କର ପାଳିତ କୁକୁରମାନଙ୍କୁ ବାହାରକୁ ନେଇ ମଳ କରାଇବା ଏକ ସାଧାରଣ କଥା। ସେମାନେ ରାସ୍ତାରେ କିମ୍ବା ପାର୍କରେ ଏପରି କରନ୍ତି। ରାସ୍ତା ମଇଳା…

ପ୍ରବଳ ପବନ, ବର୍ଷା ଆଉ ତୁଷାରପାତ ସହିତ ୟୁକେ ଛୁଇଁବ ଝଡ଼ ‘ଚନ୍ଦ୍ରା’, ପାଣିପାଗ ବିଭାଗର ସତର୍କ ସୂଚନା ଜାରି

ଲଣ୍ଡନ,୨୭।୧: ମଙ୍ଗଳବାର ୟୁକେରେ ଝଡ଼ ଚନ୍ଦ୍ରା ସ୍ଥଳଭାଗ ଛୁଇଁବାକୁ ଯାଉଛି। ପାଣିପାଗ କାର୍ଯ୍ୟାଳୟ ସତର୍କ କରାଇ ଦେଇଛି ଯେ ମଙ୍ଗଳବାର ସମ୍ପୂର୍ଣ୍ଣ ୟୁକେରେ ପ୍ରବଳ ପବନ ବହିବ।…

ମହାଶିବରାତ୍ରିରେ ଏହି ୩ ରାଶି ଉପରେ ବର୍ଷିବ ଭଗବାନଙ୍କ କୃପା: ବଢିବ ଧନ, ମିଳିବ ସଫଳତା

ଶିବ ପୁରାଣ ଅନୁସାରେ, ଭଗବାନ ଶିବ ଏକ ଲିଙ୍ଗ ରୂପରେ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲଗୁଣ ମାସର କୃଷ୍ଣ ପକ୍ଷର…

ଭାରତ-EU ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ମଞ୍ଜୁରୀ, ପ୍ରଧାନମନ୍ତ୍ରୀ କହିଲେ ଦୁଇ ବଡ଼ ଅର୍ଥନୀତି ମଧ୍ୟରେ ଚୁକ୍ତିନାମା

ନୂଆଦିଲ୍ଲୀ,୨୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଶକ୍ତି ସପ୍ତାହ ୨୦୨୬କୁ ସମ୍ବୋଧିତ କରିବା ସମୟରେ ଭାରତ ଏବଂ ୟୁରୋପୀୟ ସଂଘ (EU) ମଧ୍ୟରେ ଏକ ପ୍ରମୁଖ ମୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri