Categories: ବାଣିଜ୍ୟ

ଟେଷ୍ଟି ଟ୍ରିଟ୍‌ର ନୂଆ ପ୍ରଡକ୍ଟ

ଭୁବନେଶ୍ୱର, ୧୮-୪: ଫ୍ୟୁଚର କଞ୍ଜ୍ୟୁମର ଲିମିଟେଡ୍‌ର ଟେଷ୍ଟି ଟ୍ରିଟ୍‌ ବ୍ରାଣ୍ଡ ପକ୍ଷରୁ ୫ଟି ସ୍ବାଦରେ ପଟାଟୋ ଚିପ୍ସ ବଜାରକୁ ଆସିଛି। ଏହା ମଧ୍ୟରେ ଚିଜ୍‌,ସୋର କ୍ରିମ ଆଣ୍ଡ ଓନିଅନ, ଟ୍ୟାଙ୍ଗି ଟମୋଟୋ, କ୍ଲାସିକ ସଲ୍ଟ ଏବଂ ଦେଶୀ ମସାଲା ମ୍ୟାଜିକ ରହିଛି। ପ୍ୟାକଗୁଡିକରେ ଅତିରିକ୍ତ ଚିପ୍ସ ରହିଛି। ଏହା ୫ ଟଙ୍କା,୧୦ ଟଙ୍କା, ୨୦ ଟଙ୍କା ଏବଂ ୩୫ ଟଙ୍କା ପ୍ୟାକରେ ଆସୁଛି। ଏହା ଫ୍ୟୁଚର ଗ୍ରୁପର ବିଗ୍‌ ବଜାର, ବିଗ୍‌ ବଜାର ଜେନ ନେକ୍ସଟ, ଇଜି ଡେ କ୍ଲବ, ହେରିଟେଜ୍‌ ଫ୍ରେସ, ହାଇପରସିଟି ଏବଂ ଫୁଡଓ୍ବାର୍ଲଡ ଆଦି ଷ୍ଟୋରରେ ଉପଲବ୍ଧ। ଖୁବ କମ୍‌ ସମୟ ମଧ୍ୟରେ ଟେଷ୍ଟି ଟ୍ରିଟ୍‌ ଦେଶର ଏକ ଲୋକ ପ୍ରିୟ ବ୍ରାଣ୍ଡ ହୋଇ ପାରିଛି ବୋଲି ଫ୍ୟୁଚର ଗ୍ରୁପ ସିଇଓ ସଦାଶିବ ନାୟକ କହିଛନ୍ତି।

Share