Categories: ଫୁରସତ

ଜେସିବି ମେଶିନର ନାଗିନ୍‌ ଡ୍ୟାନ୍ସ, ଦେଖନ୍ତୁ ଭିଡିଓ

ଆଜିକାଲି ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। ସେହିପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯେଉଁଥିରେ ଏକ ଜେସିବି ମେଶିନ୍‌ଟି ନାଗିନ୍‌ ଡ୍ୟାନ୍ସ କରୁଛି। ଏହି ମଜାଦାର ଭିଡିଓକୁ ଲକ୍ଷାଧିକ ଲୋକ ଲାଇକ୍‌ କରିଥିବାବେଳେ ବହୁ ୟୁଜର କମେଣ୍ଟ ବି କରିଛନ୍ତି।

ଜଣେ ୟୁଜର ଲେଖିଛନ୍ତି, ପୁଣି ଥରେ ଜେସିବି ଫେରିଆସିଲା। ଆଉ ଜଣେ ୟୁଜର ଲେଖିଛନ୍ତି, ଟିକ୍‌ଟକ୍‌ ବନ୍ଦ ହୋଇ ନ ଥିବାରୁ ଧନ୍ୟବାଦ।

Share