Categories: Video

ଜିକା ଭାଇରସ୍ ଚିହ୍ନଟ

କେରଳରେ ପୁଣି ଆଉ ଏକ ଭୂତାଣୁ ସଂକ୍ରମଣ । କେରଳରେ ବ୍ୟାପିଛି ଜିକା ଭାଇରସ୍ । ଦକ୍ଷିଣାଞ୍ଜଳ କେରଳରେ ଚିହ୍ନଟ ହୋଇଛନ୍ତି ୧୩ରୁ ଅଧିକ ସଂକ୍ରମିତ । କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ଯେ ରାଜ୍ୟରେ ଏବେ ଜିକା ଭାଇରସ ପ୍ରକୋପ ବଢିବାରେ ଲାଗିଛି ।