Categories: ଜାତୀୟ

ଛତିଶଗଡ଼ ଏନ୍‌କାଉଣ୍ଟର:୨ ମାଓବାଦୀ ମୃତ

ସୁକମା,୨୯।୭: ଛତିଶଗଡ଼ ସୁକମା ଜିଲା କୋଣ୍ଟା ଅଞ୍ଚଳରେ ଥିବା ଜଙ୍ଗଲରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ(ଡିଆର୍‌ଜି) ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ୨ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଉକ୍ତ ୨ ମାଓବାଦୀଙ୍କ ମୃତଦେହ ସୁରକ୍ଷାକର୍ମୀଙ୍କ ହସ୍ତଗତ ହୋଇଥିବା କହିଛନ୍ତି ସୁକ୍‌ମା ଏସ୍‌ପି ଶଲାଭ ସିହ୍ନା।

Share