Categories: ଜାତୀୟ

ଚିଦାମ୍ବରମଙ୍କୁ ମିଳିଲାନି ଜାମିନ

ନୂଆଦିଲ୍ଲୀ,୧୯।୯: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପୁଣିଥରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଲାଗିଛି ଝଟ୍‌କା। ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ଗୁରୁବାର ପୁଣିଥରେ ତାଙ୍କୁ ବିଚାର ବିଭାଗୀୟ ଅଦାଲତକୁ ପଠାଇ ଦେଇଛନ୍ତି। ଏବେ ସେ ୧୪ ଦିନ ଅର୍ଥାତ୍‌ ଅକ୍ଟୋବର ୩ ପର୍ଯ୍ୟନ୍ତ ସେଠାରେ ରହିବେ ବୋଲି ସୂଚନା ମିଳିଛି।

Share