Categories: Video

ଚାଲ ବୁଲିବା (ବ୍ରହ୍ମପୁର) – ବ୍ରହ୍ମପୁର ସ୍ପେଶାଲ ରାଓ୍ବା ଦୋଷା | Berhampur special Rawa Dosa

ଧରିତ୍ରୀ ଲାଇଭର ‘ଚାଲ ବୁଲିବା’ ପ୍ରୋଗ୍ରାମରେ ଏଥର ଆମେ ଆପଣଙ୍କୁ ଦେଖାଇବୁ ବ୍ରହ୍ମପୁରର କିଛି ସ୍ପେଶାଲ ବ୍ରେକଫାଷ୍ଟ ଷ୍ଟଲ । ଯେଉଁଠି ପୁରୀ, ମଶାଲା ଉପମା, ଗାରି ଓ ଦୋଷା ସବୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଏ । ଏସବୁ ଷ୍ଟଲରେ କିଭଳି ରହିଛି ଲୋକଙ୍କ ଭିଡ଼ ଦେଖନ୍ତୁ ଏହି ଭିଡ଼ିଓରେ…

 

In this episode of Dharitri Live, we will take you to some of the most famous breakfast stall of Berhampur. These stalls are famous for their Puri, Upma, Masala Upma, Rawa Dosa among others. Check out what the people have to say.