Posted inଫୁରସତ

ଗଙ୍ଗା ଯମୁନା ପାଣିରେ ବ୍ୟାକ୍ଟେରିୟୋଫଗେସ: ମାରାତ୍ମକ ରୋଗ ଉପଶମ କରିପାରିବ

ହିସାର: ଶରୀରରେ ଯେତେବେଳେ ଆଣ୍ଟିବାୟୋଟିକ୍ସ ବିରୋଧରେ ବ୍ୟାକ୍ଟେରିଆ ଲଢିବା ଆରମ୍ଭ କରନ୍ତି ତାହା ଆଉ କାମ କରେନାହିଁ। ଏହାଫଳରେ ରୋଗ ଉପଶମ ହୋଇନଥାଏ। କିନ୍ତୁ ଏବେ ବନାରସ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସର ବୈଜ୍ଞାନିକ ପ୍ରଫେସର ଗୋପାଳ ନାଥ ବ୍ୟାକ୍ଟେରିୟୋଫଗେସ(ଏକ ପ୍ରକାର ଭୂତାଣୁ ଯାହା ବ୍ୟାକ୍ଟେରିଆ ଭିତରେ ପ୍ରବେଶ କରି ଆକ୍ରମଣ କରେ ଓ ମାରିଦିଏ)କୁ ନେଇ ଏକ ପ୍ରକାର ଚିକିତ୍ସା ପଦ୍ଧତି ବିକାଶ କରିଛନ୍ତି ଯାହାଦ୍ୱାରା ମାରାତ୍ମକ ରୋଗର ଉପଶମ ହୋଇପାରିବ। ପ୍ରଫେସର ନାଥ କହନ୍ତି, ବ୍ୟାକ୍ଟେରିୟୋଫଗେସ ସବୁ ଜାଗାରେ ରହନ୍ତି, କିନ୍ତୁ ଗଙ୍ଗା, ଯମୁନା ପାଣିରେ ସବୁଠୁ ବେଶି ଅଛନ୍ତି। ଯେଉଁ ନଦୀ ପାଣି ସଫା ନୁହେଁ ସେଠାରେ ଏହି ବ୍ୟାକ୍ଟେରିୟୋଫଗେସ ସହଜରେ ବଂଶବୃଦ୍ଧି କରିପାରନ୍ତି। ଚିକିତ୍ସା ପଦ୍ଧତିରେ ଏହାକୁ ପଶୁଙ୍କଠାରେ ପ୍ରୟୋଗ କରାଯାଇ ଦେଖାଯାଇଛି ଯେ, ବୋନ୍‌ କ୍ୟାନ୍‌ସର ଭଲ ହୋଇପାରୁଛି। ଏହା ମାଧ୍ୟମରେ ପୋଡା କିମ୍ବା ଅନ୍ୟ କୌଣସି ସାଂଘାତିକ ସଂକ୍ରମଣ ଚିକିତ୍ସାରେ ସଫଳତା ମିଳିଛି । ଏହି ଚିକିତ୍ସା ପଦ୍ଧତିକୁ ସାଧାରଣ ବ୍ୟକ୍ତିଙ୍କ ସହ ଡାଇବେଟିସରେ ପୀଡିତଙ୍କଠାରେ ବି ପ୍ରୟୋଗ କରାଯାଇପାରିବ। ସରକାରୀ ଏଜେନ୍ସିର ଅନୁମତି ନେଇ ଏହାକୁ ମେଡିକାଲ ସାଇନ୍ସରେ ପ୍ରୟୋଗ କରାଯାଇଛି। ଯେଉଁ ରୋଗ ୫ ବର୍ଷ ଧରି ଭଲ ହୋଇପାରୁନଥିଲା ତାହା ଶୀଘ୍ର ଉପଶମ ହୋଇପାରୁଛି। ହିଲିଂ ପଦ୍ଧତିରେ ସଂକ୍ରମଣ ଜାଗାରେ ବ୍ୟାକ୍ଟେରିୟୋଫଗେସ ଇଞ୍ଜେକ୍ଟ କରାଯାଏ ଓ ଏହାପରେ ତାହା କ୍ୟାକ୍ଟେରିଆକୁ ଖାଇବା ଆରମ୍ଭ କରିଦିଏ। କିଛି ସପ୍ତାହ ଯାଏ ଏହି ପଦ୍ଧତିକୁ ଆପଣାଇବା ଦ୍ୱାରା ରୋଗ ଉପଶମ ହେବାରେ ଲାଗେ। ମିରଟର ଏସଭିବିପିୟୁଏଟି ବିଶ୍ୱବିଦ୍ୟାଳୟର କୁଳପତି ଡ. ନାଥ କହନ୍ତି, ବିଶ୍ୱରେ ବ୍ୟାକ୍ଟେରିୟୋଫଗେସ ସଂଖ୍ୟା ସବୁଠାରୁ ବେଶି। ଏମାନେ ମହାକାଶ, ସମୁଦ୍ର,ଡ୍ରେନ୍‌ରେ ସବୁଠି ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri