Categories: Video

ଖୋଲିଲା ମାର୍କେଟ ବିଲ୍ଡିଂ

ଲକଡାଉନ ୪.୦ରେ ସରକାର କିଛିଟା କ୍ଷେତ୍ରରେ କଟକଣାକୁ କୋହଳ କରିଛନ୍ତି । ସେହି ଅନୁସାରେ ଭୁବନେଶ୍ବରର ମାର୍କେଟ ବିଲ୍ଡିଂ ମଧ୍ୟ ଖୋଲିଛି । ମାର୍କେଟ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲାରହୁଛି । ତେବେ ଅନେକ ଦିନ ପରେ ମାର୍କେଟ ଖୋଲିଥିବାରୁ ଗ୍ରାହକ ଓ ଦୋକାନୀଙ୍କ ପ୍ରତିକ୍ରିୟା କଣ ରହିଛି ଆସନ୍ତୁ ଦେଖିବା ଏହି ଭିଡିଓରେ ।