Categories: Video

କ୍ୱାରାଣ୍ଟାଇନ ସେଣ୍ଟରରେ ଟିକ୍‌ଟକ୍‌ | Tik Tok at quarantine centres!

କ୍ୱାରାଣ୍ଟାଇନ୍ ସେଣ୍ଟରରେ ପ୍ରବାସୀ ଓଡ଼ିଆଙ୍କ ଚାଲିଛି ଟିକଟିକ ମସ୍ତି । ଆପଣ ଦେଖୁଥିବା ଏ ଟିକ୍‌ଟକ୍ ଭିଡ଼ିଓ ହେଉଛି ଭଦ୍ରକ ଜିଲ୍ଲାରେ ଥିବା ଏକ କ୍ୱାରାଣ୍ଟାଇନ୍ ସେଣ୍ଟରର । ଏଠାରେ ଥିବା ପ୍ରବାସୀ ମାନେ ସରକାରଙ୍କୁ ସବୁ ନିୟମକୁ ଫୁ କରିଦେଇଛନ୍ତି । ନା ମାନୁଛନ୍ତି ସାମାଜିକ ଦୂରତା ନା ପିନ୍ଧିଛନ୍ତି ମାସ୍କ । ଏହି ଭିଡ଼ିଓରେ ଥିବା ଲୋକେ କୋଲକତା ଫେରନ୍ତା ବୋଲି ଜଣାପଡିଛି ।