କ୍ୟାଟ୍ରିନାଙ୍କ ହୃଦୟରେ ରାଜ୍‌ କରନ୍ତି ଜଣେ କ୍ରିକେଟର

ଅଭିନେତ୍ରୀ କ୍ୟାଟ୍ରିନାଙ୍କ ହୃଦୟରେ ଜଣେ କ୍ରିକେଟର ରାଜ୍‌ କରନ୍ତି। କ୍ୟାଟ୍ରିନା ସଚ୍ଚିନ, ଧୋନୀ କିମ୍ବା ବିରାଟଙ୍କୁ ପସନ୍ଦ କରନ୍ତିନି। ଏକଥା ଖୋଦ୍‌ କ୍ୟାଟ୍ରିନା ଏକ ସାକ୍ଷାତକାରରେ କହିଛନ୍ତି। କ୍ୟାଟ୍ରିନାଙ୍କୁ ଯେତେବେଳେ ପ୍ରଶ୍ନ କରାଗଲା ଆପଣଙ୍କ ପ୍ରିୟ କ୍ରିକେଟର କିଏ ସେ ସଙ୍ଗେ ସଙ୍ଗେ ଉତ୍ତର ଦେଇଥିଲେ, ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ବ୍ୟାଟ୍ସମ୍ୟାନ ରାହୁଲ ଡ୍ରାଭିଡ। କ୍ୟାଟ୍ରିନା କହିଥିଲେ ସେ ତାଙ୍କୁ ସାଦାସିଧା ଲାଗନ୍ତି। ଆଉ ସେ ହିଁ ତାଙ୍କର ପ୍ରିୟ କ୍ରିକେଟର।

Share