କ୍ଷମା ମାଗିଲେ ଅମିତାଭ୍‌

ମୁମ୍ବାଇ: ବିଗ୍‌ ବି ଅମିତାଭ୍‌ ବଚ୍ଚନ ନିଜ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି। କୋଲକାତାଠାରେ ହୋଇଥିବା ୨୫ତମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ରେ ବିଗ୍‌ ବି ଏଥର ଯୋଗଦେଇପାରି ନ ଥିଲେ। ସେଥିପାଇଁ ଭିଡ଼ିଓ କନଫରେନ୍ସି କରି ସେ କ୍ଷମା ମାଗିଥିଲେ। ଏହି ଭିଡ଼ିଓକୁ ଫିଲ୍ମ ଫେଷ୍ଟିଭାଲ୍‌ର ସମାପନ ଉତ୍ସବରେ ପ୍ରଦର୍ଶନ କରାଯାଇଥିଲା। ସ୍ବାସ୍ଥ୍ୟଗତ କାରଣରୁ ସେ ଯୋଗ ଦେଇପାରି ନ ଥିବା କହି ପ୍ରଶଂସକଙ୍କୁ କ୍ଷମା ମାଗିଥିଲେ।

Share